[go: nahoru, domu]

Jump to content

ଗୀତ

ଉଇକିପିଡ଼ିଆ‌ରୁ
ମୁଦ୍ରଣଯୋଗ୍ୟ ସଂସ୍କରଣ ଆଉ ଏଠାରେ ହୋଇପାରିବ ନାହିଁ । କଲେ ରେଣ୍ଡରିଂ ତ୍ରୁଟି ହୋଇପାରେ । ଦୟାକରି ନିଜ ବ୍ରାଉଜର ବୁକମାର୍କ ଅପଡେଟ କରନ୍ତୁ ଏବଂ ତା' ବଦଳରେ ବ୍ରାଉଜରରେ ଆଗରୁ ଥିବା ପ୍ରିଣ୍ଟ ସୁବିଧା ବ୍ୟବହାର କରନ୍ତୁ ।

ଗୀତ , ଏହା ହୃଦୟରୁ(HEART) ଯାଗ୍ରତ ହୋଇ ଥାଏ । କେତେବେଳେ ଏହା ଦୁଃଖରୁ ଶୃଷ୍ଟ ତ କେତେବେଳେ ହସରୁ , କେତେବେଳେ ପ୍ରାକୃତିକ ସୌନ୍ଦଯ୍ୟରୁ(NATURAL BUTY) ତ କେତେବେଳେ ଦୈବ ଦୁର୍ବିପାକରୁ(NATURAL CALAMITY) । ଏହାକୁ ଚାରି କାନ୍ଥ ମଧ୍ୟରେ ବାନ୍ଧି ହୁଏ ନାହିଁ କି ମାଟି ତଳେ ପୋତି ହୁଏ ନାହିଁ । ଏହାକୁ ବୁଝିବା ପାଇଁ ମନର ଭାବନା ଆବଷ୍ୟକ । ଏହି ଗୀତ ଗୋଟେ ଯାତିକୁ ତାର ମାନ ପ୍ରଦାନ କରିଥାଏ । ଏଥିରେ ଲୁଚି ରହିଥାଏ ଗୋଟେ ଯାତିର ସସ୍କୃତି । ଏହି ଗୀତ ହେଉଛି ଏକତାର ପ୍ରତୀକ । ଏହି ଗୀତଦ୍ୱାରା "କବି" ଏକ ଯାତିକୁ ଲଢିବାକୁ ପ୍ରେରଣା ଯୋଗାଇଥାଏ । ତେଣୁ କେହି କେହି କବିମାନଙ୍କୁ ଶକ୍ତିର ଉତ୍ସ ବୋଲି କହିଥାନ୍ତି ।

ଆଧାର