[go: nahoru, domu]

Jump to content

"ସୁନ୍ଦରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Rescuing 1 sources and tagging 0 as dead.) #IABot (v2.0.9.5
Rescuing 2 sources and tagging 0 as dead.) #IABot (v2.0.9.5
 
୧୦୯ କ ଧାଡ଼ି: ୧୦୯ କ ଧାଡ଼ି:
[[File:Khandhadhar Falls.jpg|thumb|ଖଣ୍ଡାଧାର ଜଳପ୍ରପାତ]]
[[File:Khandhadhar Falls.jpg|thumb|ଖଣ୍ଡାଧାର ଜଳପ୍ରପାତ]]
<!-- [[File:Mandira Dam, Kanshabahal, Mayurbhanj.jpg|thumb|ମନ୍ଦିରା ଡ୍ୟାମ]] -->
<!-- [[File:Mandira Dam, Kanshabahal, Mayurbhanj.jpg|thumb|ମନ୍ଦିରା ଡ୍ୟାମ]] -->
* ବେଦବ୍ୟାସ: ଏହା ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ୨୦୧୩ ମସିହାରେ ଜିଲ୍ଲାକୁ ଆସିଥିବା ୫.୮୨ ଲକ୍ଷ ପର୍ଯ୍ୟଟଙ୍କ ମଧ୍ୟରୁ ୪.୪୭ ଲକ୍ଷ ପର୍ଯ୍ୟଟକ ବେଦବ୍ୟାସ ମନ୍ଦିର ଦେଖିବାକୁ ଯାଇଥିଲେ ।<ref>{{cite news|title=No Space for Sundargarh in Odisha’s Tourism Map|url=http://www.newindianexpress.com/states/odisha/No-Space-for-Sundargarh-in-Odisha%E2%80%99s-Tourism-Map/2014/06/28/article2304662.ece|accessdate=12 September 2016|newspaper=The New Indian Express}}</ref>
* ବେଦବ୍ୟାସ: ଏହା ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ୨୦୧୩ ମସିହାରେ ଜିଲ୍ଲାକୁ ଆସିଥିବା ୫.୮୨ ଲକ୍ଷ ପର୍ଯ୍ୟଟଙ୍କ ମଧ୍ୟରୁ ୪.୪୭ ଲକ୍ଷ ପର୍ଯ୍ୟଟକ ବେଦବ୍ୟାସ ମନ୍ଦିର ଦେଖିବାକୁ ଯାଇଥିଲେ ।<ref>{{cite news|title=No Space for Sundargarh in Odisha’s Tourism Map|url=http://www.newindianexpress.com/states/odisha/No-Space-for-Sundargarh-in-Odisha%E2%80%99s-Tourism-Map/2014/06/28/article2304662.ece|accessdate=12 September 2016|newspaper=The New Indian Express|archive-date=14 September 2014|archive-url=https://web.archive.org/web/20140914223754/http://www.newindianexpress.com/states/odisha/No-Space-for-Sundargarh-in-Odisha%E2%80%99s-Tourism-Map/2014/06/28/article2304662.ece|url-status=dead}}</ref>
*ପିତାମହଲ ଡ୍ୟାମ:୩ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । <ref name=TNIE12SP16>{{cite news|title=Tourism Untapped, Revenue Unearned|url=http://www.newindianexpress.com/states/odisha/Tourism-Untapped-Revenue-Unearned/2015/01/16/article2621487.ece|accessdate=12 September 2016|newspaper=The New Indian Express}}</ref>
*ପିତାମହଲ ଡ୍ୟାମ:୩ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । <ref name=TNIE12SP16>{{cite news|title=Tourism Untapped, Revenue Unearned|url=http://www.newindianexpress.com/states/odisha/Tourism-Untapped-Revenue-Unearned/2015/01/16/article2621487.ece|accessdate=12 September 2016|newspaper=The New Indian Express|archive-date=22 November 2015|archive-url=https://web.archive.org/web/20151122000726/http://www.newindianexpress.com/states/odisha/Tourism-Untapped-Revenue-Unearned/2015/01/16/article2621487.ece|url-status=dead}}</ref>
* [[ଖଣ୍ଡାଧାର ଜଳପ୍ରପାତ]]: ୨.୨୫ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି ।
* [[ଖଣ୍ଡାଧାର ଜଳପ୍ରପାତ]]: ୨.୨୫ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି ।
* ଛତ୍ରି ପାହାଡ଼ (ମହାବୀର ପାହାଡ଼)<ref>{{cite news|title=ମହାବୀର ପର୍ବତ ହେବ ଏବେ ଛତ୍ରି ହିଲ|url=http://www.dharitri.com/Berhampur/120916/p11.htm|accessdate=12 September 2016|newspaper=ଧରିତ୍ରୀ}}</ref>
* ଛତ୍ରି ପାହାଡ଼ (ମହାବୀର ପାହାଡ଼)<ref>{{cite news|title=ମହାବୀର ପର୍ବତ ହେବ ଏବେ ଛତ୍ରି ହିଲ|url=http://www.dharitri.com/Berhampur/120916/p11.htm|accessdate=12 September 2016|newspaper=ଧରିତ୍ରୀ}}</ref>

୧୩:୦୫, ୨୬ ଜାନୁଆରୀ ୨୦୨୪ ହୋଇଥିବା ରିଭିଜନ

ସୁନ୍ଦରଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସୁନ୍ଦରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୭ଟି ଆସନ:
Area
 • ଜିଲ୍ଲା9712 km2 (3,750 sq mi)
Population
 (୨୦୧୧)
 • ଜିଲ୍ଲା୨୦୮୦୬୬୪
 • Rankଓଡ଼ିଶାରେ ଷଷ୍ଠ (୬/୩୦)
 • Urban
୭୩୮୬୩୩
 • Rural
୧୩୪୨୦୩୧
 • ୬ ବର୍ଷରୁ କମ ଶିଶୁ
୨୪୯୦୨୦
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୯ xxx, ୭୭୦ xxx
ତାର (ଏସ୍.ଟି.ଡ଼ି)୦୬୬୨୨, ୦୬୬୨୧, ୦୬୬୧
ଯାନବାହାନ ପଞ୍ଚୀକରଣOD-16, OD-14
ଜିଲ୍ଲାପାଳଶ୍ରୀ ନିଖିଲ ପବନ କଲ୍ୟାଣ
WebsiteOfficial website

ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସୁନ୍ଦରଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।`

ଇତିହାସ

[ସମ୍ପାଦନା]

୧୯୪୮ମସିହା ଜାନୁଆରୀ ପହିଲା ଦିନ ସୁନ୍ଦରଗଡ଼ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା୤

ଭୂଗୋଳ

[ସମ୍ପାଦନା]

ଓଡ଼ିଶାର ଉତ୍ତର-ପଶ୍ଚିମଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଆୟତନ ୯,୭୧୨ ବର୍ଗ କିମି ।[୧]

ଅବସ୍ଥିତି

[ସମ୍ପାଦନା]

ମୁଖ୍ୟ ନଦୀ ଓ ଶାଖାନଦୀ

[ସମ୍ପାଦନା]

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା [୨] ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୨୦,୮୦,୬୬୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୪୨,୦୩୧ ଓ ସହରାଞ୍ଚଳରେ ୭,୩୮,୬୩୩ ଲୋକ ବାସ କରନ୍ତି [୩]

  • ପୁରୁଷ: ୧୦,୫୫,୭୨୩
  • ମହିଳା: ୧୦,୨୪,୯୪୧
    • ଛ ବର୍ଷରୁ କମ: ୨,୪୯,୦୨୦
  • ସାକ୍ଷରତା ହାର: ୭୪.୧୩%
    • ପୁରୁଷ: ୮୨.୧୩%
    • ମହିଳା: ୬୫.୯୩%

ପ୍ରଶାସନିକ ବିଭାଗ

[ସମ୍ପାଦନା]
  • ଉପଖଣ୍ଡ (ସବ୍ ଡିଭିଜନ): ୦୩
  • ତହସିଲ: ୦୯
  • ବ୍ଳକ: ୧୭
  • ଗ୍ରାମ: ୧୭୪୪

ଯୋଗାଯୋଗ

[ସମ୍ପାଦନା]

ଗମନାଗମନ

[ସମ୍ପାଦନା]
  • ନିକଟତମ ରେଳ ଷ୍ଟେସନ: ୩୫ କିମି ଦୁରରେ ଝାରସୁଗୁଡ଼ାଠାରେ ଅବସ୍ଥିତ ୤
  • ନିକଟତମ ବିମାନଘାଟି: ୨୭ କିମି ଦୁରରେ ଝାରସୁଗୁଡ଼ା ବିମାନ ବନ୍ଦର ଅବସ୍ଥିତ ୤

ଡାକ ଓ ତାର

[ସମ୍ପାଦନା]

ଶିକ୍ଷା

[ସମ୍ପାଦନା]
  • ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା,ରାଉରକେଲା
  • ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ,ରାଉରକେଲା

ପର୍ଯ୍ୟଟନ ସ୍ଥଳ

[ସମ୍ପାଦନା]
ଖଣ୍ଡାଧାର ଜଳପ୍ରପାତ
  • ବେଦବ୍ୟାସ: ଏହା ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ୨୦୧୩ ମସିହାରେ ଜିଲ୍ଲାକୁ ଆସିଥିବା ୫.୮୨ ଲକ୍ଷ ପର୍ଯ୍ୟଟଙ୍କ ମଧ୍ୟରୁ ୪.୪୭ ଲକ୍ଷ ପର୍ଯ୍ୟଟକ ବେଦବ୍ୟାସ ମନ୍ଦିର ଦେଖିବାକୁ ଯାଇଥିଲେ ।[୪]
  • ପିତାମହଲ ଡ୍ୟାମ:୩ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । [୫]
  • ଖଣ୍ଡାଧାର ଜଳପ୍ରପାତ: ୨.୨୫ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି ।
  • ଛତ୍ରି ପାହାଡ଼ (ମହାବୀର ପାହାଡ଼)[୬]
  • ହନୁମାନ ବାଟିକା
  • ମନ୍ଦିରା ଡ୍ୟାମ
  • ମାଣିକମୋଡ଼ା
  • କାନ୍ସବାହାଲ ଡ୍ୟାମ
  • ଉଷାକୋଠୀ
  • ସରଫଗଡ ଡ୍ୟାମ ଏବଂ ଉଦ୍ୟାନ

ରାଜନୀତି

[ସମ୍ପାଦନା]

ଲୋକ ସଭା ନିର୍ବାଚନ ମଣ୍ଡଳୀ

[ସମ୍ପାଦନା]

ବିଧାନ ସଭା ନିର୍ବାଚନ ମଣ୍ଡଳୀ

[ସମ୍ପାଦନା]
# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ତଳସରା ଅନୁସୂଚିତ ଜନଜାତି ସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ) ପ୍ରଫୁଲ୍ଲ ମାଝି କଂଗ୍ରେସ
ସୁନ୍ଦରଗଡ଼ ଅନୁସୂଚିତ ଜନଜାତି ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ) ଜୋଗେଶ କୁମାର ସିଂହ କଂଗ୍ରେସ
୧୦ ବୀରମିତ୍ରପୁର ଅନୁସୂଚିତ ଜନଜାତି ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ) ଜର୍ଜ ତିର୍କୀ ସ୍ୱାଧୀନ
୧୧ ରଘୁନାଥପାଲୀ ଅନୁସୂଚିତ ଜାତି ରାଉରକେଲା (Township), ଲାଠିକଟା (ଆଂଶିକ) ସୁବ୍ରତ ତରାଇ ବିଜଦ
୧୨ ରାଉରକେଲା ଅଣ ସଂରକ୍ଷିତ ରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ) ଶାରଦା ପ୍ରସାଦ ନାୟକ ବିଜଦ.
୧୩ ରାଜଗାଙ୍ଗପୁର ଅନୁସୂଚିତ ଜନଜାତି ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ) ଗ୍ରେଗୋରୀ ମିଞ୍ଜ କଂଗ୍ରେସ
୧୪ ବଣାଇ ଅନୁସୂଚିତ ଜନଜାତି ଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରା ଭୀମସେନ ଚୌଧୁରୀ ଭାଜପା
  1. http://sundergarh.nic.in/Introduction.htm
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution
  4. "No Space for Sundargarh in Odisha's Tourism Map". The New Indian Express. Archived from the original on 14 September 2014. Retrieved 12 September 2016.
  5. "Tourism Untapped, Revenue Unearned". The New Indian Express. Archived from the original on 22 November 2015. Retrieved 12 September 2016.
  6. "ମହାବୀର ପର୍ବତ ହେବ ଏବେ ଛତ୍ରି ହିଲ". ଧରିତ୍ରୀ. Retrieved 12 September 2016.

ଅଧିକ ତଥ୍ୟ

[ସମ୍ପାଦନା]