[go: nahoru, domu]

blob: f55807f6a975c6d21377ede14ba29a71cf19998b [file] [log] [blame]
<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1021782183249308751">Chrome ଆଇକନକୁ ଦବାଇ ଧରି "ହୋମ ସ୍କ୍ରିନକୁ ଏଡିଟ କରନ୍ତୁ"ରେ କ୍ଲିକ କରନ୍ତୁ</translation>
<translation id="1066101356081285416">Chrome ଆପଣ ଭିଜିଟ କରୁଥିବା ସାଇଟରେ ଟ୍ରାକିଂ ନମ୍ବରଗୁଡ଼ିକୁ ଚିହ୍ନଟ କରିବ ଏବଂ ନୂଆ ଟାବ ପୃଷ୍ଠାରେ ଆପଣଙ୍କ ପେକେଜ ଅପଡେଟଗୁଡ଼ିକୁ ଦେଖାଇବ। ଏହି ଫିଚର ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଇଁ Google ସପିଂ ଫିଚରଗୁଡ଼ିକ ଉନ୍ନତ କରିବାକୁ ପେକେଜ ଟ୍ରାକିଂ ନମ୍ବର ଓ ୱେବସାଇଟ ନାମ Googleକୁ ପଠାଯିବ। ଆପଣ <ph name="BEGIN_LINK" />ପେକେଜ ଟ୍ରାକିଂ ସେଟିଂସ<ph name="END_LINK" />ରେ ଏହାକୁ ଯେ କୌଣସି ସମୟରେ ଅପଡେଟ କରିପାରିବେ।</translation>
<translation id="1085696779717592361">Chromeକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="1105362920864247682">Chromeରେ ବ୍ରାଉଜିଂ ଡାଟାକୁ ଖାଲି କରନ୍ତୁ।</translation>
<translation id="1113057722807951993">ପାସଫ୍ରେଜ ଏନକ୍ରିପସନ Google Payରୁ ପେମେଣ୍ଟ ପଦ୍ଧତି ଓ ଠିକଣାଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ନାହିଁ।
ଏହି ସେଟିଂକୁ ପରିବର୍ତ୍ତନ କରିବା ପାଇଁ, <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଖାଲି କରନ୍ତୁ<ph name="END_LINK" /></translation>
<translation id="1143896152279775643"><ph name="EMAIL" />ର Google ପାସୱାର୍ଡ ମ୍ୟାନେଜରରେ ଆପଣଙ୍କ ପାସୱାର୍ଡ ସେଭ ହୋଇଯିବ।</translation>
<translation id="1177414119866731261">Chrome ମେନୁ ଖୋଲନ୍ତୁ</translation>
<translation id="1180362651362502943">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟାକୁ ବ୍ୟବହାର କରିବା ଜାରି ରଖନ୍ତୁ।</translation>
<translation id="1200396280085622191">ମେସେଜ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଆପଣ ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="1229222343402087523">Chromeରେ ${searchPhrase} ସର୍ଚ୍ଚ କରନ୍ତୁ</translation>
<translation id="1282031177488366470">Chromeର ଫିଚର୍‌ଏବଂ କାର୍ଯ୍ୟଦକ୍ଷତାରେ ଉନ୍ନତ ଆଣିବାରେ ସାହାଯ୍ୟ କରନ୍ତୁ</translation>
<translation id="1320619893013575407">ଆପଣ Chrome ସାଇନ-ଇନକୁ ବନ୍ଦ କରିଛନ୍ତି।</translation>
<translation id="1333745675627230582">Chrome Dino ଗେମ ଖେଳନ୍ତୁ</translation>
<translation id="1352919863522755794">Google Password Manager ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟରନେଟ କନେକ୍ସନ ଯାଞ୍ଚ କରି ଦେଖନ୍ତୁ।</translation>
<translation id="1407843355326180937">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କର ବୁକମାର୍କଗୁଡ଼ିକ ଏବଂ ଆହୁରି ଅନେକ କିଛି ପାଇବା ପାଇଁ ଏହି ସାଇଟ ଏବଂ Chromeରେ ସାଇନ ଇନ କରନ୍ତୁ।</translation>
<translation id="1436059927646026729">Chromeରେ ମୋ ନବୀନତମ ଟାବ ଖୋଲନ୍ତୁ</translation>
<translation id="1449241544691504574">Chromeରେ ବୁକମାର୍କଗୁଡ଼ିକ ଯୋଗ କରନ୍ତୁ</translation>
<translation id="1462727070346936664">Chromeରୁ ସବୁଠୁ ଅଧିକ ସୁବିଧା ପାଇବା ପାଇଁ ସାଇନ ଇନ କରନ୍ତୁ।</translation>
<translation id="1491435845014430217">“ଆପଣ Chromeକୁ ବନ୍ଦ କଲେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ କରନ୍ତୁ" ଚାଲୁ କରନ୍ତୁ।</translation>
<translation id="1493827051843127077">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କ ଟାବ୍, ପାସୱାର୍ଡ ଏବଂ ପେମେଣ୍ଟ ସୂଚନାକୁ ସିଙ୍କ୍ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ସେଟ୍ କରନ୍ତୁ</translation>
<translation id="1504372625950710826">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟରନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="1516692594929310090">Chrome ଟାବ ଗ୍ରିଡକୁ ଖୋଲେ।</translation>
<translation id="1526327845902180576">ଚାଲୁ ଥିବା ସମୟରେ:
<ph name="BEGIN_INDENT" /> • ଆପଣ Chromeକୁ ଯେପରି ବ୍ୟବହାର କରନ୍ତି ସେହିପରି ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଏହାକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।<ph name="END_INDENT" />
ବିଚାରଯୋଗ୍ୟ ବିଷୟଗୁଡ଼ିକ:
<ph name="BEGIN_INDENT" /> • ଆପଣଙ୍କ Chrome ବ୍ୟବହାର ବିଷୟରେ ସୂଚନା Googleକୁ ପଠାଯାଏ, କିନ୍ତୁ ଏହାକୁ ଆପଣଙ୍କ ସହ ଜଡ଼ିତ କରାଯାଏ ନାହିଁ।
• ଯଦି Chrome କ୍ରାସ ହୁଏ, ତେବେ କ୍ରାସ ବିଷୟରେ ଥିବା ବିବରଣୀରେ କିଛି ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ।
• ଯଦି ଆପଣ ଆପଣଙ୍କ ଇତିହାସକୁ ଆପଣଙ୍କର Google ଆକାଉଣ୍ଟ ସହ ସିଙ୍କ କରନ୍ତି, ତେବେ ଆପଣ ଭିଜିଟ କରୁଥିବା URLଗୁଡ଼ିକ ବିଷୟରେ ସୂଚନା ମଧ୍ୟ ମେଟ୍ରିକ୍ସରେ ଅନ୍ତର୍ଭୁକ୍ତ ହୋଇପାରେ।<ph name="END_INDENT" /></translation>
<translation id="1554731936187952550">କ୍ଷତିକାରକ ୱେବସାଇଟରୁ ରକ୍ଷା ପାଇବା ପାଇଁ ଆପଣଙ୍କ ପାଖରେ Chromeର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ଅଛି</translation>
<translation id="1615715390546812898">Chromeରେ ଭଏସ ମାଧ୍ୟମରେ ସର୍ଚ୍ଚ କରନ୍ତୁ।</translation>
<translation id="1657395063736185342">Chromeରେ ଭିଜୁଆଲଗୁଡ଼ିକୁ ସର୍ଚ୍ଚ କରନ୍ତୁ</translation>
<translation id="1675955119303651351">ଆପଣଙ୍କର କିଛି Chrome ଡାଟା ଏପର୍ଯ୍ୟନ୍ତ ଆପଣଙ୍କ Google ଆକାଉଣ୍ଟରେ ସେଭ କରାଯାଇନାହିଁ।
ସାଇନ ଆଉଟ କରିବା ପୂର୍ବରୁ କିଛି ମିନିଟ ଅପେକ୍ଷା କରି ଦେଖନ୍ତୁ। ଯଦି ଆପଣ ବର୍ତ୍ତମାନ ସାଇନ ଆଉଟ କରନ୍ତି, ତେବେ ଏହି ଡାଟା ଡିଲିଟ ହୋଇଯିବ।</translation>
<translation id="1682483655351012182">ଆପଣଙ୍କର Chrome ଡାଟା ସିଙ୍କ୍ କରନ୍ତୁ</translation>
<translation id="1759842336958782510">Chrome</translation>
<translation id="1790080846677398234">Chromeରେ ଆପଣଙ୍କ ବୁକମାର୍କଗୁଡ଼ିକରେ ଇନପୁଟ ହୋଇଥିବା URLଗୁଡ଼ିକ ଯୋଗ କରେ।</translation>
<translation id="1799920918471566157">Chrome ଟିପ୍ସ</translation>
<translation id="1830634592642484976">ଏହି ଠିକଣାକୁ ବର୍ତ୍ତମାନ Chromeରେ ସେଭ କରାଯାଇଛି। ଏହାକୁ ସମଗ୍ର Google ପ୍ରଡକ୍ଟରେ ବ୍ୟବହାର କରିବା ପାଇଁ ଆପଣଙ୍କ Google ଆକାଉଣ୍ଟ, <ph name="USER_EMAIL" />ରେ ସେଭ କରନ୍ତୁ।</translation>
<translation id="1843217788865538014">ଆପଣ ମେସେଜ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କଗୁଡ଼ିକରେ ଟାପ କଲେ ଏଗୁଡ଼ିକ ସ୍ୱତଃ Chromeକୁ ବ୍ୟବହାର କରେ।</translation>
<translation id="1910975740091000991">iOS ପାଇଁ Chrome</translation>
<translation id="1917964099031477364">ଏହି ଆକାଉଣ୍ଟ ଏବଂ ଯେ କୌଣସି ସେଭ୍ କରାଯାଇନଥିବା ଡାଟା Chromeରୁ ଏବଂ ଏହି ଡିଭାଇସରେ ଥିବା ଅନ୍ୟ Google ଆପଗୁଡ଼ିକରୁ କାଢ଼ି ଦିଆଯିବ।</translation>
<translation id="1965935827552890526">ଆପଣ ଆପଣଙ୍କ ଅନ୍ୟ ଖୋଲା ଥିବା Chrome ୱିଣ୍ଡୋରେ ଯାହା କରୁଛନ୍ତି ତାହା ସମାପ୍ତ କରନ୍ତୁ।</translation>
<translation id="1987779152850321833">Chromeରୁ ସବୁଠୁ ଅଧିକ ଲାଭ ପାଇବା ପାଇଁ ନିମ୍ନରେ ଏହି ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରନ୍ତୁ।</translation>
<translation id="2056123005618757196">ସରଳ, ସୁରକ୍ଷିତ ଏବଂ ପୂର୍ବ-ଅପେକ୍ଷା-ଅଧିକ-ଦ୍ରୁତ Google Chrome ସହ ଅଧିକ କାର୍ଯ୍ୟ କରନ୍ତୁ।</translation>
<translation id="2120238739383482109">Chrome ବୁକମାର୍କଗୁଡ଼ିକ ଖୋଲେ।</translation>
<translation id="2147651015520127414">Chromium ଯାଞ୍ଚ କରିଛି ଯେ, <ph name="ISSUER" />ଏହିୱେବ୍‍ସାଇଟ୍‍‌ର ସାର୍ଟିଫିକେଟ୍ ଜାରି କରିଛନ୍ତି।</translation>
<translation id="2155145621546387786">Chromeରେ ସେୟାର କରନ୍ତୁ</translation>
<translation id="2199719347983604670">Chrome ସିଙ୍କରୁ ଡାଟା</translation>
<translation id="2213327331203157297">Chromeରେ ଲକଡାଉନ ମୋଡକୁ ଅକ୍ଷମ କରିବା ପାଇଁ ଏହାକୁ ଆପଣଙ୍କ iPhoneରେ ବନ୍ଦ କରନ୍ତୁ।</translation>
<translation id="2242467532204595597">ଆପଣ ମେସେଜ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="2311240109311056604">Chrome Dino ଗେମ ଖୋଲେ।</translation>
<translation id="2339201583852607431">ଆପଣଙ୍କ ପାସୱାର୍ଡ ଆପଣଙ୍କ Google ଆକାଉଣ୍ଟ (<ph name="EMAIL" />)ରେ ସେଭ କରାଯିବ।</translation>
<translation id="2342919707875585281">ଆପଣ ଅନୁମତି ଦେଇଥିବା ସାଇଟଗୁଡ଼ିକ ସହିତ Chrome ଆପଣଙ୍କ ଲୋକେସନ୍ ସେୟାର୍ କରିଥାଏ।</translation>
<translation id="2347208864470321755">ଯେତେବେଳେ ଏହି ବୈଶିଷ୍ଟ୍ୟ ଚାଲୁ କରାଯାଏ ସେତେବେଳେ, Google Translate ବ୍ୟବହାର କରି Chrome ଅନ୍ୟ ଭାଷାଗୁଡ଼ିକରେ ଲେଖାଯାଇଥିବା ପୃଷ୍ଠାଗୁଡ଼ିକୁ ଅନୁବାଦ କରିବା ପାଇଁ ଅଫର୍‌ କରିବ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2414068465746584414">ଆପଣଙ୍କ ଡିଭାଇସର ସେଟିଂସରୁ "<ph name="TEXT_OF_THE_SETTINGS_MENU_ITEM" />" ଖୋଲି "Chrome"କୁ ଚୟନ କରନ୍ତୁ</translation>
<translation id="2423077901494354337">ଆପଣ ବର୍ତ୍ତମାନ ଆପଣଙ୍କ ଡିଭାଇସରେ Chromeରୁ ସବୁଠୁ ଅଧିକ ସୁବିଧା ପାଇବେ।</translation>
<translation id="2427791862912929107">Chromeରେ ଏପରି ଫିଚର୍ ଅଛି ଯାହା ଆପଣଙ୍କୁ ଆପଣଙ୍କ ଇଣ୍ଟରନେଟ୍ ଡାଟା ଏବଂ ଆପଣ କେତେ ଶୀଘ୍ର ୱେବପୃଷ୍ଠାଗୁଡ଼ିକୁ ଲୋଡ୍ କରିବାକୁ ସକ୍ଷମ ହେବେ, ତାହା ପରିଚାଳନା କରିବାରେ ସାହାଯ୍ୟ କରିଥାଏ।
<ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2444854139071078915">ଆପଣଙ୍କ ଅନ୍ୟ ଆପ୍ସରେ ଆପଣଙ୍କର ସେଭ କରାଯାଇଥିବା ପାସୱାର୍ଡଗୁଡ଼ିକୁ ସହଜରେ ପାଇବାକୁ ଅଟୋଫିଲ ପାଇଁ Chrome ବ୍ୟବହାର କରନ୍ତୁ</translation>
<translation id="2464852008153767546">{THRESHOLD,plural, =1{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ। ଏଥିରେ ଇତିହାସ ଏବଂ ଅଟୋଫିଲ ଅନ୍ତର୍ଭୁକ୍ତ ହୋଇପାରେ।}other{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ। ଏଥିରେ ଇତିହାସ ଏବଂ ଅଟୋଫିଲ ଅନ୍ତର୍ଭୁକ୍ତ ହୋଇପାରେ।}}</translation>
<translation id="2561231791489583059">ବିପଦଜନକ ସାଇଟଗୁଡ଼ିକଠାରୁ ସୁରକ୍ଷିତ ରହିବା ପାଇଁ ଏବଂ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ ଭାବେ ବ୍ୟବହାର କରନ୍ତୁ</translation>
<translation id="2574249610672786438">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ଆପଣଙ୍କ ସମସ୍ତ ଡିଭାଇସରେ ସାଇନ୍ ଇନ୍ କରନ୍ତୁ</translation>
<translation id="2576431527583832481">Chromium ଏବେ ଉନ୍ନତ ହୋଇଯାଇଛି! ଗୋଟିଏ ନୂଆ ସଂସ୍କରଣ ଉପଲବ୍ଧ ଅଛି।</translation>
<translation id="257708665678654955">ଆପଣ କ’ଣ ଚାହୁଁଛନ୍ତି ଯେ Google Chrome ପରବର୍ତ୍ତୀ ସମୟରେ ଏହି ସାଇଟ୍‌ର <ph name="LANGUAGE_NAME" /> ପୃଷ୍ଠାଗୁଡ଼ିକର ଅନୁବାଦ କରିବା ଅଫର୍‌ ଦେଉ?</translation>
<translation id="2650286135394207535">Chromeକୁ ଆପଣଙ୍କ ପେକେଜଗୁଡ଼ିକୁ ଟ୍ରାକ କରିବାରେ ଆପଣଙ୍କୁ ସାହାଯ୍ୟ କରିବାକୁ ଦିଅନ୍ତୁ</translation>
<translation id="2671426118752779020">ଆପଣଙ୍କ iPhoneରେ ଅନ୍ୟ ଆପଗୁଡ଼ିକରେ ଥିବା Google ପାସୱାର୍ଡ ମ୍ୟାନେଜରରେ ଆପଣ ସେଭ କରିଥିବା ପାସୱାର୍ଡଗୁଡ଼ିକୁ ବ୍ୟବହାର କରିପାରିବେ।</translation>
<translation id="2689064829982324496">ସମସ୍ତ ୱେବସାଇଟରେ ଆପଣଙ୍କ Google ଆକାଉଣ୍ଟରୁ ସାଇନ ଆଉଟ କରିବା ପାଇଁ, <ph name="BEGIN_LINK" />Chromeରୁ ସାଇନ ଆଉଟ କରନ୍ତୁ<ph name="END_LINK" /></translation>
<translation id="2695886661449553974">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="2702250627063295552">Chromeରେ ପଢ଼ିବା ତାଲିକା ଆଇଟମ ଯୋଗ କରନ୍ତୁ</translation>
<translation id="2703746758996815929">ଉପଯୋଗୀ Chrome ଟିପ୍ସ ପାଇବା ପାଇଁ ଆପଣଙ୍କ iOS ସେଟିଂସରେ ବିଜ୍ଞପ୍ତିଗୁଡ଼ିକୁ ଚାଲୁ କରନ୍ତୁ।</translation>
<translation id="2736805085127235148">ଆପଣଙ୍କ ଡିଭାଇସ ସେଟିଂସରେ Chrome ବିଜ୍ଞପ୍ତିଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି।</translation>
<translation id="2750626042242931740">ଆପଣ Chrome ସେଟିଂସରେ ଯେ କୌଣସି ସମୟରେ ଆପଣଙ୍କ ଚୟନଗୁଡ଼ିକୁ ଅପଡେଟ କରିପାରିବେ।</translation>
<translation id="2767464022270041271">ସେଭ କରାଯାଇଥିବା କୌଣସି ପାସୱାର୍ଡ ନାହିଁ। ଆପଣ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସେଭ କଲେ Google Password Manager ସେଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="2789947168960170215">ଯଦି ଆପଣ ଆପଣଙ୍କ ପାସଫ୍ରେଜକୁ ଭୁଲି ଯାଇଛନ୍ତି କିମ୍ବା ଏହି ସେଟିଂକୁ ପରିବର୍ତ୍ତନ କରିବା ପାଇଁ ଚାହାଁନ୍ତି, ତେବେ <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଖାଲି କରନ୍ତୁ<ph name="END_LINK" /></translation>
<translation id="2868822340714096138">Chromeରେ ବ୍ରାଉଜିଂ ଡାଟାକୁ ଖାଲି କରନ୍ତୁ</translation>
<translation id="2869959624320573933">Chromeରେ ସାଇନ୍ ଇନ୍ କରନ୍ତୁ</translation>
<translation id="2876628302275096482"><ph name="BEGIN_LINK" />Chrome ଆପଣଙ୍କ ଡାଟାକୁ କିପରି ପ୍ରାଇଭେଟ ରଖେ<ph name="END_LINK" /> ସେ ବିଷୟରେ ଅଧିକ ଜାଣନ୍ତୁ</translation>
<translation id="2952581218264071393">1. Chrome ସେଟିଂସ୍ ଖୋଲନ୍ତୁ</translation>
<translation id="2957447865124070833"><ph name="BEGIN_BOLD" />Chrome<ph name="END_BOLD" /> ଚୟନ କରନ୍ତୁ</translation>
<translation id="2988274366244053197">ପେମେଣ୍ଟ ପଦ୍ଧତି ଏବଂ Google Payରୁ ଠିକଣାଗୁଡ଼ିକୁ ଏନକ୍ରିପ୍ଟ କରାଯିବ ନାହିଁ। Chromeରୁ ବ୍ରାଉଜିଂ ଇତିହାସ ସିଙ୍କ ହେବ ନାହିଁ।
କେବଳ ଆପଣଙ୍କ ପାସଫ୍ରେଜ ଥିବା କେହି ଜଣେ ବ୍ୟକ୍ତି ଆପଣଙ୍କ ଏନକ୍ରିପ୍ଟ କରାଯାଇଥିବା ଡାଟାକୁ ପଢ଼ିପାରିବେ। ଏହି ପାସଫ୍ରେଜ Googleକୁ ପଠାଯାଏ ନାହିଁ କିମ୍ବା ଏହା ଦ୍ୱାରା ଷ୍ଟୋର କରାଯାଏ ନାହିଁ। ଯଦି ଆପଣ ଆପଣଙ୍କ ପାସଫ୍ରେଜକୁ ଭୁଲି ଯାଆନ୍ତି କିମ୍ବା ଏହି ସେଟିଂ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଖାଲି କରନ୍ତୁ<ph name="END_LINK" /></translation>
<translation id="3030414234702425231">ଯେହେତୁ ଆପଣ <ph name="SIGNOUT_MANAGED_DOMAIN" />ଙ୍କ ଦ୍ଵାରା ପରିଚାଳିତ ଏକ ଆକାଉଣ୍ଟରୁ ସାଇନ୍ ଆଉଟ୍ କରୁଛନ୍ତି, ଏହି ଡିଭାଇସ୍‌ରୁ ଆପଣଙ୍କର Chrome ଡାଟା ଡିଲିଟ୍ କରାଯିବ। ଆପଣଙ୍କର ଡାଟା ଆପଣଙ୍କ Google ଆକାଉଣ୍ଟରେ ରହିବ।</translation>
<translation id="309672519329227863">ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ Chrome ପାସୱାର୍ଡ ଏବଂ ଆହୁରି ଅନେକ କିଛି ଆକ୍ସେସ କରନ୍ତୁ।</translation>
<translation id="3146109040683991651">Chromeକୁ ଡିଫଲ୍ଟ ବ୍ରାଉଜର ଭାବେ ସେଟ କରନ୍ତୁ</translation>
<translation id="3167189358072330585">ଆପଣଙ୍କ ଆକାଉଣ୍ଟ Google Chromeରେ କାର୍ଯ୍ୟ କରେ ନାହିଁ। ଦୟାକରି ଆପଣଙ୍କ ଡୋମେନ୍ ବ୍ୟବସ୍ଥାପକଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ସାଇନ୍ ଇନ୍ କରିବା ପାଇଁ ଏକ ନିୟମିତ Google ଆକାଉଣ୍ଟ ବ୍ୟବହାର କରନ୍ତୁ।</translation>
<translation id="3173834708294760622">Google Chrome ପୃଷ୍ଠା</translation>
<translation id="322254490661677575">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବାକୁ ଆପଣଙ୍କ ପାସଫ୍ରେଜ ଲେଖନ୍ତୁ।</translation>
<translation id="3282568296779691940">Chromeରେ ସାଇନ୍‌ ଇନ୍‌ କରନ୍ତୁ</translation>
<translation id="3340938510625667914">Chrome କାର୍ଯ୍ୟଗୁଡ଼ିକ</translation>
<translation id="3345341804167540816">Chromeକୁ ସର୍ବତ୍ର ବ୍ୟବହାର କରନ୍ତୁ</translation>
<translation id="3360031466389132716">{THRESHOLD,plural, =1{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ}other{Chromeକୁ {THRESHOLD} ମିନିଟ ପାଇଁ ବ୍ୟବହାର କରାନଗଲେ ଏହା ହୋଇଥାଏ}}</translation>
<translation id="3399930248910934354">Chrome ସେଟିଂସ୍ ଖୋଲନ୍ତୁ</translation>
<translation id="344736123700721678">ଆପଣଙ୍କ ହୋମ ସ୍କ୍ରିନ ଡକରୁ Chromeକୁ ଶୀଘ୍ର ଆକ୍ସେସ କରନ୍ତୁ</translation>
<translation id="3472587960215700950">Chrome ଚିହ୍ନଟ କରାଯାଇଥିବା ଠିକଣାଗୁଡ଼ିକ ବିଷୟରେ ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ନିମନ୍ତେ Google Maps ବ୍ୟବହାର କରେ।</translation>
<translation id="3503014945441706099">ଏହି Chrome ପ୍ରୋଫାଇଲ ପାଇଁ ମଧ୍ୟ ଉନ୍ନତ ସୁରକ୍ଷିତ ବ୍ରାଉଜିଂ ପାଆନ୍ତୁ</translation>
<translation id="3522659714780527202">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସିଙ୍କ୍ ଚାଲୁ କରନ୍ତୁ</translation>
<translation id="3577555362230509265">ଅନ୍ୟ ଆପ୍ସରେ Chrome ବ୍ୟବହାର କରନ୍ତୁ।</translation>
<translation id="364480321352456989">ଆପଣଙ୍କ Chrome ପୁରୁଣା ଅଟେ।</translation>
<translation id="3646736009628185125">ଆପଣଙ୍କ ପରିବାରର ସଦସ୍ୟ ଏବେ ପାସୱାର୍ଡଗୁଡ଼ିକ ପାଇପାରିବେ ନାହିଁ। Chrome ଅପଡେଟ କରି ତାଙ୍କ ପାସୱାର୍ଡଗୁଡ଼ିକୁ ସିଙ୍କ କରିବାକୁ ତାଙ୍କୁ କୁହନ୍ତୁ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="3655656110921623717">ଏହାର ଅର୍ଥ ପ୍ରତ୍ୟେକ ଥର Chrome ଏକ ମୋବାଇଲ ସାଇଟ ଅନୁରୋଧ କରିବ।</translation>
<translation id="3720541637541300822">ଆପଣ Chrome ବନ୍ଦ କରିବା ସମୟରେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରନ୍ତୁ</translation>
<translation id="3740397331642243698">ଇନପୁଟ୍ କରାଯାଇଥିବା URLଗୁଡ଼ିକୁ Google Chromeରେ ଇନକଗ୍ନିଟୋ ମୋଡରେ ଖୋଲା ଯାଇଥାଏ।</translation>
<translation id="3741995255368156336">Chrome ପଢ଼ିବା ତାଲିକା ଖୋଲେ।</translation>
<translation id="3744018071945602754">Chromeରେ ପାସୱାର୍ଡଗୁଡ଼ିକୁ ପରିଚାଳନା କରନ୍ତୁ</translation>
<translation id="3827545470516145620">ଏହି ଡିଭାଇସରେ ଆପଣ ଷ୍ଟାଣ୍ଡାର୍ଡ ସୁରକ୍ଷା ପାଉଛନ୍ତି</translation>
<translation id="384394811301901750">Google Chrome ବର୍ତ୍ତମାନ କ୍ୟାମେରା ବ୍ୟବହାର କରିପାରିବ ନାହିଁ</translation>
<translation id="3863841106411295595">Chromeରେ ଆପଣଙ୍କ ପଢ଼ିବା ତାଲିକାରେ ଇନପୁଟ ହୋଇଥିବା URLଗୁଡ଼ିକ ଯୋଗ କରେ।</translation>
<translation id="387280738075653372">ଏଠାରେ Chrome ଡାଉନଲୋଡ କରନ୍ତୁ।</translation>
<translation id="3901001113120561395">Chromeରୁ ସବୁଠୁ ଅଧିକ ସୁବିଧା ପାଆନ୍ତୁ।</translation>
<translation id="3913386780052199712">Chromeରେ ସାଇନ୍ ଇନ୍ କରନ୍ତୁ</translation>
<translation id="3967382818307165056">Chromeରେ ପେମେଣ୍ଟ ପଦ୍ଧତି ପରିଚାଳନା କରନ୍ତୁ</translation>
<translation id="3980220367029651214">ଆପଣ ସିଙ୍କ ଆକାଉଣ୍ଟ <ph name="USER_EMAIL1" /> ରୁ <ph name="USER_EMAIL2" />କୁ ସ୍ୱିଚ୍ କରୁଛନ୍ତି। ଆପଣଙ୍କର ପୂର୍ବରୁ ଥିବା Chrome ଡାଟା <ph name="DOMAIN" /> ଦ୍ୱାରା ପରିଚାଳିତ ହେଉଛି। ଏହା ଏହି ଡିଭାଇସ୍‌ରୁ ଆପଣଙ୍କର ଡାଟା ଡିଲିଟ୍ କରିଦେବ, କିନ୍ତୁ ଆପଣଙ୍କର ଡାଟା <ph name="USER_EMAIL1" />ରେ ରହିବ।</translation>
<translation id="3984746313391923992">ଆପଣଙ୍କ ସଂସ୍ଥା ପାଇଁ ଆପଣଙ୍କୁ Chromeରୁ ସାଇନ୍ ଆଉଟ୍ କରି ରହିବାର ଆବଶ୍ୟକତା ଅଛି।</translation>
<translation id="3988789688219830639">Google Chrome ପାଖରେ ଆପଣଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ପାଇଁ ଆକ୍ସେସ ନାହିଁ। 'iOS ସେଟିଂସ &gt; ଗୋପନୀୟତା &gt; ଫଟୋସ'ରେ ଆକ୍ସେସ ସକ୍ଷମ କରନ୍ତୁ।</translation>
<translation id="4064699917955374540">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବାକୁ ଏହା ଆପଣ ବୋଲି ଯାଞ୍ଚ କରନ୍ତୁ।</translation>
<translation id="4067858366537947361">Chrome ଇନକଗ୍ନିଟୋ ଟାବ ଖୋଲନ୍ତୁ</translation>
<translation id="4093042601582616698">Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର କରିବେ?</translation>
<translation id="417201473131094001">Chrome Canaryରେ ସମର୍ଥିତ ନୁହେଁ</translation>
<translation id="4233521129555661685"><ph name="USER_EMAIL1" /> ଏହି ଡିଭାଇସରେ Chrome ବ୍ୟବହାର କରି ବୁକମାର୍କ, ପାସୱାର୍ଡ ଏବଂ ଅନ୍ୟ ସେଟିଂସ ଛାଡ଼ିଛନ୍ତି।</translation>
<translation id="424864128008805179">Chromeରୁ ସାଇନ୍‌ ଆଉଟ୍‍ କରିବେ?</translation>
<translation id="4251174643044751591">Chromeରେ ପେମେଣ୍ଟ ପଦ୍ଧତି ସେଟିଂ ପୃଷ୍ଠା ଖୋଲେ।</translation>
<translation id="4453284704333523777">Chrome ସେଟିଂସକୁ ପରିଚାଳନା କରନ୍ତୁ</translation>
<translation id="4508370294876102450">ଯେ କୌଣସି ଆପରୁ Chrome ଖୋଲନ୍ତୁ</translation>
<translation id="4523886039239821078">କିଛି ଏଡ୍-ଅନ୍ କାରଣରୁ Chrome କ୍ରାଶ୍ ହୋଇଯାଉଛି। ଦୟାକରି ଅନ୍‌ଇନ୍‌ଷ୍ଟଲ୍ କରନ୍ତୁ:</translation>
<translation id="4633328489441962921">ଅପଡେଟଗୁଡ଼ିକ ଅଛି ନା ନାହିଁ ତାହା Chrome ଯାଞ୍ଚ କରିପାରିବ ନାହିଁ</translation>
<translation id="4636900170638246267">ଏହି ସାଇଟ ଏବଂ Chromeରେ ସାଇନ ଇନ କରନ୍ତୁ।</translation>
<translation id="4761869838909035636">Chrome ସୁରକ୍ଷା ଯାଞ୍ଚ ଚଲାନ୍ତୁ</translation>
<translation id="4819268619367838612">ଆପକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ Chrome, Googleକୁ ବ୍ୟବହାର ଏବଂ କ୍ରାସ ଡାଟା ପଠାଏ। <ph name="BEGIN_LINK" />ପରିଚାଳନା କରନ୍ତୁ<ph name="END_LINK" /></translation>
<translation id="4831642696589369971">ଆପଣଙ୍କର କିଛି Chrome ଡାଟା ଏପର୍ଯ୍ୟନ୍ତ ଆପଣଙ୍କ Google ଆକାଉଣ୍ଟରେ ସେଭ କରାଯାଇନାହିଁ।
ସାଇନ ଆଉଟ କରିବା ପୂର୍ବରୁ କିଛି ମିନିଟ ଅପେକ୍ଷା କରି ଦେଖନ୍ତୁ। ଯଦି ଆପଣ ବର୍ତ୍ତମାନ ସାଇନ ଆଉଟ କରନ୍ତି, ତେବେ ଏହି ଡାଟା ଡିଲିଟ ହୋଇଯିବ।</translation>
<translation id="4834499902900503484">ଆପଣ Chromeରେ ସାଇନ ଇନ କଲେ, ଆପଣ ସେଭ କରୁଥିବା ପାସୱାର୍ଡଗୁଡ଼ିକ ଆପଣଙ୍କ Google ଆକାଉଣ୍ଟରେ ରହିବ। ଏହାକୁ ବନ୍ଦ କରିବା ପାଇଁ <ph name="BEGIN_LINK" />ସେଟିଂସକୁ ଯାଆନ୍ତୁ<ph name="END_LINK" /></translation>
<translation id="484033449593719797">Chrome ବିଟାରେ ସମର୍ଥିତ ନୁହେଁ</translation>
<translation id="4840404732697892756">ଆପଣ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ସାଇନ ଇନ କଲେ, Google Password Manager ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="4860330141789125848">{COUNT,plural, =1{Chrome ଆପଣଙ୍କୁ ନୂଆ ଟାବ ପୃଷ୍ଠାରେ ଏହି ପେକେଜକୁ ଟ୍ରାକ କରିବାରେ ସାହାଯ୍ୟ କରିପାରିବ।}other{Chrome ଆପଣଙ୍କୁ ନୂଆ ଟାବ ପୃଷ୍ଠାରେ ଏହି ପେକେଜଗୁଡ଼ିକୁ ଟ୍ରାକ କରିବାରେ ସାହାଯ୍ୟ କରିପାରିବ।}}</translation>
<translation id="4903674399067644695">Chromeରୁ ସବୁଠୁ ଅଧିକ ସୁବିଧା କିପରି ପାଇବେ ସେ ବିଷୟରେ ଏହି କାର୍ଡ ଆପଣଙ୍କୁ ପରାମର୍ଶ ଦେଖାଏ।</translation>
<translation id="49200511069271369">ଆପଣ ସାଇନ ଇନ କରୁଥିବା ଆକାଉଣ୍ଟ ଏବଂ Chromeକୁ କିପରି ବ୍ୟବହାର କରାଯାଇପାରିବ ତାକୁ ଆପଣଙ୍କ ସଂସ୍ଥା, <ph name="DOMAIN" />, ପରିଚାଳନା କରେ। ଆପଣଙ୍କ ଆଡମିନିଷ୍ଟ୍ରେଟର ନିର୍ଦ୍ଦିଷ୍ଟ ଫିଚରଗୁଡ଼ିକୁ ସେଟ ଅପ କିମ୍ବା ପ୍ରତିବନ୍ଧିତ କରିପାରିବେ।</translation>
<translation id="498985224078955265">ଅନ୍ୟ ଏକ ଡିଭାଇସକୁ ଏହି ଟାବ ପଠାଇବା ପାଇଁ ଉଭୟ ଡିଭାଇସରେ ଥିବା Chromeରେ ସାଇନ ଇନ କରନ୍ତୁ।</translation>
<translation id="5030102366287574140">ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ୍ ଏବଂ ଆହୁରି ଅନେକ କିଛିରୁ Chrome ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ।</translation>
<translation id="5108659628347594808">Chromeକୁ ଆହୁରି ଉନ୍ନତ କରନ୍ତୁ</translation>
<translation id="5112925986883715005">Chrome ପଢ଼ିବା ତାଲିକା ଦେଖନ୍ତୁ</translation>
<translation id="5119391094379141756">Chrome ଚୟନ କରନ୍ତୁ</translation>
<translation id="5156818928311866442">Chromeକୁ ଡିଫଲ୍ଟ ବ୍ରାଉଜର ଭାବେ ସେଟ କରିବା ପାଇଁ Chrome ସେଟିଂ ଖୋଲେ।</translation>
<translation id="5162467219239570114">Chromeର ସଂସ୍କରଣ ପୁରୁଣା ଅଟେ। ଯଦି <ph name="BEGIN_LINK" />ଆପ୍ ଷ୍ଟୋର<ph name="END_LINK" />ରେ କୌଣସି ଅପଡେଟ୍ ଉପଲବ୍ଧ ନାହିଁ, ତେବେ ଏହା ହୋଇପାରେ ଯେ ଆପଣଙ୍କ ଡିଭାଇସ୍ Chromeର ନୂଆ ସଂସ୍କରଣକୁ ଆଉ ସମର୍ଥନ କରୁନାହିଁ।</translation>
<translation id="5184329579814168207">Chromeରେ ଖୋଲନ୍ତୁ</translation>
<translation id="5190139289262548459">ଆପଣଙ୍କ ସଂସ୍ଥା, <ph name="DOMAIN" />, ଆପଣ ସାଇନ ଇନ କରିଥିବା ଆକାଉଣ୍ଟକୁ ଏବଂ Chromeକୁ କିପରି ବ୍ୟବହାର କରାଯାଏ, ତାହା ପରିଚାଳନା କରେ।</translation>
<translation id="5256908199795498284">Chrome ଆପଣ ଭିଜିଟ କରୁଥିବା ସାଇଟରେ ପେକେଜ ଟ୍ରାକିଂ ନମ୍ବରଗୁଡ଼ିକୁ ଚିହ୍ନଟ କରିବ ଏବଂ ନୂଆ ଟାବ ପୃଷ୍ଠାରେ ଆପଣଙ୍କ ପେକେଜ ଅପଡେଟଗୁଡ଼ିକୁ ଦେଖାଇବ। ଏହି ଫିଚର ପ୍ରଦାନ କରିବା ଓ ସମସ୍ତଙ୍କ ପାଇଁ Shoppingକୁ ଉନ୍ନତ କରିବାକୁ Google ସହ ଆପଣଙ୍କ ଡାଟାକୁ ସେୟାର କରାଯିବ।</translation>
<translation id="5278862365980079760">ଆପଣ Chromeରୁ ବାହାରି ଗଲେ କିମ୍ବା ଏକ ଭିନ୍ନ ଆପକୁ ସୁଇଚ କଲେ ଆପଣଙ୍କ ଇନକଗ୍ନିଟୋ ଟାବକୁ ଲକ କରନ୍ତୁ।</translation>
<translation id="5389212809648216794">Google Chrome ଆପଣଙ୍କର କ୍ୟାମେରା ବ୍ୟବହାର କରିପାରିବ ନାହିଁ କାରଣ ଏହା ଅନ୍ୟ ଏକ ଆପ୍ଲିକେସନ୍ ଦ୍ଵାରା ବ୍ୟବହାର ହେଉଛି</translation>
<translation id="5395376160638294582">ଆପଣ ସର୍ବଦା ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର କରିପାରିବେ ବୋଲି ସୁନିଶ୍ଚିତ କରନ୍ତୁ</translation>
<translation id="5439191312780166229">Google ପୂର୍ବରୁ ଜାଣିନଥିଲେ ମଧ୍ୟ ଏହା ଷ୍ଟାଣ୍ଡାର୍ଡ ସୁରକ୍ଷା ଅପେକ୍ଷା ସାଇଟଗୁଡ଼ିକରୁ ଅଧିକ ଡାଟା ବିଶ୍ଳେଷଣ କରି ବିପଦଜନକ ସାଇଟଗୁଡ଼ିକ ବିଷୟରେ ଚେତାବନୀ ଦେଇଥାଏ। ଆପଣ Chrome ଚେତାବନୀଗୁଡ଼ିକ ବାଦ ଦେବା ପାଇଁ ବାଛିପାରିବେ।</translation>
<translation id="5442013002200339429">ଯଦି ଆପଣ "<ph name="MODULE_NAME" />"କୁ ଲୁଚାନ୍ତି, ତେବେ Chrome ଆପଣଙ୍କ ଭବିଷ୍ୟତର ପେକେଜଗୁଡ଼ିକୁ ଆଉ ସ୍ୱତଃ-ଟ୍ରାକ କରିବ ନାହିଁ ଏବଂ ଏହା ଆପଣଙ୍କ ସମସ୍ତ ଗତ ପେକେଜ ଟ୍ରାକିଂ ଡାଟାକୁ ଡିଲିଟ କରିବ।</translation>
<translation id="5460571915754665838">4. Chrome ଚୟନ କରନ୍ତୁ</translation>
<translation id="546541279759910616">{COUNT,plural, =1{Chrome ନୂଆ ଟାବ ପୃଷ୍ଠାରେ ଏହି ପେକେଜକୁ ଟ୍ରାକ କରିବାରେ ସାହାଯ୍ୟ କରିବ।}other{Chrome ନୂଆ ଟାବ ପୃଷ୍ଠାରେ ଏହି ପେକେଜଗୁଡ଼ିକୁ ଟ୍ରାକ କରିବାରେ ସାହାଯ୍ୟ କରିବ।}}</translation>
<translation id="5492504007368565877">Google Password Manager ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ।</translation>
<translation id="5525095647255982834">ଅନ୍ୟ ଏକ ଡିଭାଇସକୁ ଏହି ଟାବ ପଠାଇବା ପାଇଁ ସେଥିରେ ଥିବା Chromeରେ ସାଇନ ଇନ କରନ୍ତୁ।</translation>
<translation id="5527026824954593399">“Chromeରେ Google Maps ମାଧ୍ୟମରେ ଭ୍ୟୁ କରନ୍ତୁ”ରେ ଟାପ କରନ୍ତୁ।</translation>
<translation id="5552137475244467770">Chrome ସମୟେ ସମୟେ ଅନ୍‌ଲାଇନ୍‌ରେ ପ୍ରକାଶ କରାଯାଇଥିବା ତାଲିକାଗୁଡ଼ିକ ଅନୁଯାୟୀ ଆପଣଙ୍କ ପାସ୍‌ୱାର୍ଡଗୁଡ଼ିକର ଯାଞ୍ଚ କରିଥାଏ। ଏପରି କରିବା ବେଳେ, ଆପଣଙ୍କର ପାସ୍‌ୱାର୍ଡ ଏବଂ ଉପଯୋଗକର୍ତ୍ତାନାମଗୁଡ଼ିକ ଏନ୍‌କ୍ରିପ୍ଟ କରାଯାଇଥାଏ, ଯାହାଫଳରେ ସେଗୁଡ଼ିକ Google ସମେତ ଅନ୍ୟ କାହା ଦ୍ୱାରା ପଢ଼ାଯାଇ ପାରିବ ନାହିଁ।</translation>
<translation id="5554520618550346933">ଆପଣ ଏକ ପାସୱାର୍ଡ ବ୍ୟବହାର କରିବା ସମୟରେ, ଯଦି ଏହାକୁ ଅନଲାଇନରେ ବ୍ୟବହାର କରାଯାଇଛି ତେବେ Chrome ଆପଣଙ୍କୁ ଚେତାବନୀ ଦିଏ। ଏହା କରିବା ସମୟରେ, ଆପଣଙ୍କ ପାସୱାର୍ଡ ଏବଂ ଉପଯୋଗକର୍ତ୍ତାନାମଗୁଡ଼ିକୁ ଏନକ୍ରିପ୍ଟ କରାଯାଇଥାଏ, ତେଣୁ Google ସମେତ କୌଣସି ବ୍ୟକ୍ତି ସେଗୁଡ଼ିକୁ ପଢ଼ିପାରିବେ ନାହିଁ।</translation>
<translation id="5601180634394228718">ଆପଣଙ୍କ Chrome ଅନୁଭୂତିକୁ ଉନ୍ନତ କରିବା ପାଇଁ ଡାଟା ବ୍ୟବହାର କରୁଥିବା ଅଧିକ ସେଟିଂସ ନିମନ୍ତେ <ph name="BEGIN_LINK" />Google ସେବାଗୁଡ଼ିକୁ<ph name="END_LINK" /> ଯାଆନ୍ତୁ।</translation>
<translation id="5639704535586432836">ସେଟିଂସ &gt; ଗୋପନୀୟତା&gt; କ୍ୟାମେରା&gt; Google Chrome ଖୋଲନ୍ତୁ ଏବଂ କ୍ୟାମେରା ଚାଲୁ କରନ୍ତୁ।</translation>
<translation id="5642200033778930880">Google Chrome, ଆପଣଙ୍କର କ୍ୟାମେରାକୁ ସ୍ପ୍ଲିଟ୍-ଭ୍ୟୁ ମୋଡ୍‌ରେ ବ୍ୟବହାର କରିପାରିବ ନାହିଁ</translation>
<translation id="5661521615548540542">Google Password Manager ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="5690398455483874150">{count,plural, =1{ଏବେ 1ଟି Chrome ୱିଣ୍ଡୋ ଦେଖାଉଛି}other{ଏବେ {count}ଟି Chrome ୱିଣ୍ଡୋ ଦେଖାଉଛି}}</translation>
<translation id="5690427481109656848">Google LLC</translation>
<translation id="571296537125272375">ଅଫଲାଇନ୍, ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିବ ନାହିଁ</translation>
<translation id="5716154293141027663">ଆପଣ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chrome ଖୋଲନ୍ତୁ</translation>
<translation id="5733084997078800044">Chrome ଟିପ</translation>
<translation id="5808435672482059465">ଆପଣଙ୍କ Chrome ଇତିହାସ ଦେଖନ୍ତୁ</translation>
<translation id="589695154992054845">Chromeରେ Password Managerକୁ ଖୋଲେ।</translation>
<translation id="5998675059699164418">Chrome ବ୍ୟବହାର କରିବାକୁ ଆପଣଙ୍କ ସଂସ୍ଥା ଆପଣ ସାଇନ ଇନ କରିବା ଆବଶ୍ୟକ କରେ।</translation>
<translation id="6054613632208573261">Chromeକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="6063091872902370735">Chromeରେ ସାଇନ୍-ଇନ୍ କରିବାକୁ ଅନୁମତି ଦିଅନ୍ତୁ</translation>
<translation id="6110625574506755980">Chromeର କିଛି ଫିଚର ଆଉ ଉପଲବ୍ଧ ହେବ ନାହିଁ।</translation>
<translation id="6132149203299792222">ଆପଣଙ୍କ ପାସୱାର୍ଡ, ବୁକମାର୍କ ଏବଂ ଆହୁରି ଅନେକ କିଛି ସିଙ୍କ କରିବାକୁ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ସାଇନ ଇନ କରନ୍ତୁ।</translation>
<translation id="6177442314419606057">Chromeରେ ଖୋଜନ୍ତୁ</translation>
<translation id="6181930887571472871">Chromeକୁ ସ୍ୱିଚ୍ କରନ୍ତୁ</translation>
<translation id="6238746320622508509">Chromeକୁ ଆପଣଙ୍କ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରିବାକୁ ଦିଅନ୍ତୁ।</translation>
<translation id="6247557882553405851">Google Password Manager</translation>
<translation id="6272822675004864999">Chromeରୁ ବିଜ୍ଞପ୍ତି ପାଇବା ପାଇଁ, ଆପଣଙ୍କ iOS ସେଟିଂସରେ ବିଜ୍ଞପ୍ତିଗୁଡ଼ିକୁ ଚାଲୁ କରନ୍ତୁ।</translation>
<translation id="630693926528731525">ଆପଣଙ୍କ ପାସୱାର୍ଡ ସେୟାର କରାଯାଇନାହିଁ। ଆପଣଙ୍କ ଇଣ୍ଟରନେଟ କନେକ୍ସନକୁ ଯାଞ୍ଚ କରି ଆପଣ Chromeରେ ସାଇନ ଇନ କରିଥିବା ସୁନିଶ୍ଚିତ କରନ୍ତୁ। ତା'ପରେ, ପୁଣି ଚେଷ୍ଟା କରନ୍ତୁ।</translation>
<translation id="6348855835728304880">ଏହି ଡିଭାଇସରେ ଥିବା ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ Chrome ପାସୱାର୍ଡ ଏବଂ ଆହୁରି ଅନେକ କିଛିକୁ ଆକ୍ସେସ କରନ୍ତୁ।</translation>
<translation id="6389317667633680932">Chromeରୁ ସବୁଠୁ ଅଧିକ ଲାଭ ପାଇବାରେ ଆପଣଙ୍କୁ ସାହାଯ୍ୟ କରୁଥିବା ନୂଆ ଫିଚରଗୁଡ଼ିକୁ ଏକ୍ସପ୍ଲୋର କରନ୍ତୁ।</translation>
<translation id="6412673304250309937">Chromeରେ ଷ୍ଟୋର୍ କରାଯାଇଥିବା ଅସୁରକ୍ଷିତ ସାଇଟଗୁଡ଼ିକର ଏକ ତାଲିକା ସହିତ URLଗୁଡ଼ିକୁ ଯାଞ୍ଚ କରେ। ଯଦି କୌଣସି ସାଇଟ୍ ଆପଣଙ୍କ ପାସୱାର୍ଡ ଚୋରି କରିବାକୁ ଚେଷ୍ଟା କରେ କିମ୍ବା ଆପଣ ଏକ କ୍ଷତିକାରକ ଫାଇଲ୍ ଡାଉନଲୋଡ୍ କଲେ, ପୃଷ୍ଠାର କିଛି ବିଷୟବସ୍ତୁ ସହିତ URLଗୁଡ଼ିକୁ ମଧ୍ୟ Chrome ସେଫ୍ ବ୍ରାଉଜିଂକୁ ପଠାଇପାରେ।</translation>
<translation id="6427126399757991875">ଆପଣଙ୍କ ସଂସ୍ଥା Chrome ସେଟ୍ ଅପ୍ କରୁଛି...</translation>
<translation id="6484712497741564393"><ph name="EMAIL" /> ଭାବେ ସାଇନ ଇନ କରିଛନ୍ତି।
ଆପଣଙ୍କ ପାସଫ୍ରେଜ ମାଧ୍ୟମରେ ଆପଣଙ୍କ ଡାଟାକୁ ଏନକ୍ରିପ୍ଟ କରାଯାଇଛି। ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବା ପାଇଁ ଏହାକୁ ଲେଖନ୍ତୁ।</translation>
<translation id="6497850081273517953">Chrome ପୁରୁଣା ଅଟେ, ସୁରକ୍ଷିତ ରହିବା ପାଇଁ ନବୀନତମ ସଂସ୍କରଣକୁ ଅପଡେଟ କରନ୍ତୁ।</translation>
<translation id="6540120577248033958">କୌଣସି ସାଇଟକୁ ଭିଜିଟ କରନ୍ତୁ ଏବଂ Chrome ମେନୁରେ 'ଅନୁସରଣ କରନ୍ତୁ'ରେ କ୍ଲିକ କରନ୍ତୁ</translation>
<translation id="6545449117344801102">Chrome ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ପାଇଁ ଠିକଣାଗୁଡ଼ିକୁ ଚିହ୍ନଟ କରେ ଏବଂ Google Maps ବ୍ୟବହାର କରେ।</translation>
<translation id="6600954340915313787">କପି କରାଯାଇ Chromeକୁ ନିଆଗଲା</translation>
<translation id="6634107063912726160">ଆପଣ ସାଇନ୍ ଆଉଟ୍ କଲେ, Chrome ଯେ କୌଣସି ନୂଆ ଡାଟାକୁ ଆପଣଙ୍କ Google ଆକାଉଣ୍ଟ ସହିତ ସିଙ୍କ କରିବ ନାହିଁ। ପୂର୍ବରୁ ସିଙ୍କ କରାଯାଇଥିବା ଡାଟା ଆକାଉଣ୍ଟରେ ରହିଥାଏ।</translation>
<translation id="6646696210740573446">ଆପଣଙ୍କ IP ଠିକଣାକୁ ଲୁଚାଉଥିବା ଗୋଟିଏ ଗୋପନୀୟତା ସର୍ଭର ମାଧ୍ୟମରେ URLର ଏକ ଅସ୍ପଷ୍ଟ ଅଂଶ Googleକୁ ପଠାଏ। ଯଦି କୌଣସି ସାଇଟ ଆପଣଙ୍କ ପାସୱାର୍ଡ ଚୋରି କରିବାକୁ ଚେଷ୍ଟା କରେ କିମ୍ବା ଆପଣ ଏକ କ୍ଷତିକାରକ ଫାଇଲ ଡାଉନଲୋଡ କଲେ, Chrome ପୃଷ୍ଠାର କିଛି ବିଷୟବସ୍ତୁ ସହିତ URLଗୁଡ଼ିକୁ ମଧ୍ୟ Googleକୁ ପଠାଇପାରେ।</translation>
<translation id="6648150602980899529"><ph name="DOMAIN" />ଙ୍କ ଦ୍ୱାରା ପରିଚାଳିତ ଏକ ଆକାଉଣ୍ଟ ମାଧ୍ୟମରେ ଆପଣ ସାଇନ୍ ଇନ୍ କରିଛନ୍ତି ଏବଂ ଏହାର ଆଡ୍‍ମିନିଷ୍ଟ୍ରେଟର୍‍ଙ୍କୁ ଆପଣଙ୍କ Chrome ଡାଟାର ନିୟନ୍ତ୍ରଣ ଦେଇଛନ୍ତି। ଆପଣଙ୍କ ଡାଟା ଏହି ଆକାଉଣ୍ଟ ସହ ସ୍ଥାୟୀରୂପେ ଯୋଡ଼ି ହୋଇଯିବ। Chromeରୁ ସାଇନ୍ ଆଉଟ୍ କରିବା ଦ୍ୱାରା ଏହି ଡିଭାଇସ୍‍ରୁ ଆପଣଙ୍କର ଡାଟା ଡିଲିଟ୍ ହୋଇଯିବ, କିନ୍ତୁ ଏହା ଆପଣଙ୍କ Google ଆକାଉଣ୍ଟରେ ଷ୍ଟୋର୍ ହୋଇ ରହିବ।</translation>
<translation id="6676840375528380067">ଏହି ଡିଭାଇସ୍‌ରୁ ଆପଣଙ୍କର Chrome ଡାଟା ଖାଲି କରିବେ କି?</translation>
<translation id="6683891932310469419">ଆପଣଙ୍କ Chrome ଇତିହାସ ପୃଷ୍ଠା ଖୋଲେ।</translation>
<translation id="6709398533399187136">ଏକ ଡାଟା ଉଲ୍ଲଙ୍ଘନ ଯୋଗୁଁ ଆପଣଙ୍କ ପାସୱାର୍ଡଟି ଚୋରି ହୋଇଯାଇଛି। Google ପାସୱାର୍ଡ ମ୍ୟାନେଜର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିବା ପାଇଁ ସୁପାରିଶ କରେ।</translation>
<translation id="6815466750807582739">ପେମେଣ୍ଟ ପଦ୍ଧତି ଏବଂ ଠିକଣାଗୁଡ଼ିକୁ ଏନକ୍ରିପ୍ଟ କରାଯିବ ନାହିଁ। Chromeରୁ ବ୍ରାଉଜିଂ ଇତିହାସ ସିଙ୍କ କରାଯିବ ନାହିଁ।
କେବଳ ଆପଣଙ୍କ ପାସଫ୍ରେଜ ଥିବା କେହି ଜଣେ ବ୍ୟକ୍ତି ଆପଣଙ୍କ ଏନକ୍ରିପ୍ଟ କରାଯାଇଥିବା ଡାଟାକୁ ପଢ଼ିପାରିବେ। ଏହି ପାସଫ୍ରେଜ Googleକୁ ପଠାଯାଏ ନାହିଁ କିମ୍ବା ଏହା ଦ୍ୱାରା ଷ୍ଟୋର କରାଯାଏ ନାହିଁ। ଯଦି ଆପଣ ଆପଣଙ୍କ ପାସଫ୍ରେଜକୁ ଭୁଲି ଯାଆନ୍ତି କିମ୍ବା ଏହି ସେଟିଂକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଖାଲି କରନ୍ତୁ<ph name="END_LINK" /></translation>
<translation id="6851982868877411675">iOSରେ Chrome ସେଟିଂସ ଖୋଲନ୍ତୁ, ତା'ପରେ "ଡିଫଲ୍ଟ ବ୍ରାଉଜର ଆପ"ରେ ଟାପ କରି Chromeକୁ ଚୟନ କରନ୍ତୁ।</translation>
<translation id="686691656039982452">ଆପଣଙ୍କ Google ଆକାଉଣ୍ଟରେ <ph name="BEGIN_LINK" />କେଉଁ Chrome ଡାଟାକୁ ସେଭ କରାଯିବ ତାହା ଆପଣ ପରିଚାଳନା<ph name="END_LINK" /> କରିପାରିବେ।
ଆପଣଙ୍କ Chrome ଅନୁଭୂତିକୁ ଉନ୍ନତ କରିବା ପାଇଁ ଡାଟା ବ୍ୟବହାର କରୁଥିବା ଅଧିକ ସେଟିଂସ ନିମନ୍ତେ <ph name="BEGIN_LINK" />Google ସେବାଗୁଡ଼ିକୁ<ph name="END_LINK" /> ଯାଆନ୍ତୁ।</translation>
<translation id="6916015246697034114">Chromeରେ ଭଏସ ମାଧ୍ୟମରେ ସର୍ଚ୍ଚ କରନ୍ତୁ</translation>
<translation id="6964931465519938134">ଆପଣ ମେସେଜ୍, ଡକ୍ୟୁମେଣ୍ଟ ଓ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି ଏବେ Chrome ବ୍ୟବହାର କରିପାରିବେ।</translation>
<translation id="6975725306479268850">ଅଟୋଫିଲ ପାଇଁ Chrome ବାଛନ୍ତୁ</translation>
<translation id="7004159181872656283">Chromeରେ ଭିଜୁଆଲଗୁଡ଼ିକୁ ସର୍ଚ୍ଚ କରନ୍ତୁ।</translation>
<translation id="7056826488869329999">Chrome ସୁରକ୍ଷା ଯାଞ୍ଚ ଖୋଲେ ଏବଂ ଚଲାଏ।</translation>
<translation id="7059914902409643750">Chromeକୁ ଆପଣଙ୍କ ନିଜର ବ୍ରାଉଜର୍ କରନ୍ତୁ</translation>
<translation id="7124339256045485976">Chromeକୁ ଅପ୍ ଟୁ ଡେଟ୍ ରଖନ୍ତୁ</translation>
<translation id="7161390184744336561">Google Chromeର ସଂସ୍କରଣ ପୁରୁଣା ଅଟେ</translation>
<translation id="7165736900384873061">Google Chrome QR ସ୍କାନର୍‌କୁ ବ୍ୟବହାର କରିବା ଆରମ୍ଭ କରନ୍ତୁ</translation>
<translation id="7175129790242719365">Chrome ଟିପ: Chromeରେ ସାଇନ ଇନ କରନ୍ତୁ</translation>
<translation id="7187993566681480880">ଯେତେବେଳେ ଆପଣ ସାଇନ୍ ଇନ୍ କରନ୍ତି ଏହା ଆପଣଙ୍କୁ Chromeରେ ସୁରକ୍ଷିତ ରଖେ ଏବଂ ଅନ୍ୟ Google ଆପଗୁଡ଼ିକରେ ଆପଣଙ୍କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯାଇପାରେ।</translation>
<translation id="7200524487407690471">ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ ଏବଂ ଆହୁରି ଅନେକ କିଛିରୁ ଆପଣଙ୍କୁ ସୁରକ୍ଷିତ ରଖିବା ପାଇଁ Chrome ସ୍ୱତଃ ପ୍ରତିଦିନ ସୁରକ୍ଷା ଯାଞ୍ଚ ଚଲାଏ। ସେଟିଂସରେ ଆପଣ ସୁରକ୍ଷା ଯାଞ୍ଚ ବିଷୟରେ ଅଧିକ ସୂଚନା ପାଇପାରିବେ।</translation>
<translation id="7203324561587388418">ବିଷୟବସ୍ତୁ ଏବଂ ଉପଯୋଗୀ Chrome ଟିପ୍ସ ଦେଖିବା ଜାରି ରଖନ୍ତୁ।</translation>
<translation id="72119412072970160">ଆପଣଙ୍କ iPadରେ ଅନ୍ୟ ଆପଗୁଡ଼ିକରେ ଥିବା Google ପାସୱାର୍ଡ ମ୍ୟାନେଜରରେ ଆପଣ ସେଭ କରିଥିବା ପାସୱାର୍ଡଗୁଡ଼ିକୁ ବ୍ୟବହାର କରିପାରିବେ।</translation>
<translation id="723787869754590019">ଅଟୋଫିଲ ପାଇଁ Chrome ବ୍ୟବହାର କରନ୍ତୁ</translation>
<translation id="7254380941803999489">Chromeକୁ ଡିଫଲ୍ଟ ବ୍ରାଉଜର ଭାବେ ସେଟ କରନ୍ତୁ</translation>
<translation id="7261678641327190792">Chrome ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ</translation>
<translation id="7272930098487145294">ଛବିଗୁଡ଼ିକୁ ସେଭ୍ କରିବା ପାଇଁ, Chromeକୁ ଆପଣଙ୍କ ଫଟୋଗୁଡ଼ିକରେ ଯୋଗ କରିବାକୁ ଅନୁମତି ଦେବା ନିମନ୍ତେ ସେଟିଂସରେ ଟାପ୍ କରନ୍ତୁ</translation>
<translation id="7275945473750112644">ଆପଣଙ୍କ ଆକାଉଣ୍ଟ <ph name="HOSTED_DOMAIN" /> ଦ୍ୱାରା ପରିଚାଳିତ ହେଉଛି, ତେଣୁ ଆପଣଙ୍କ Chrome ଡାଟାକୁ ଏହି ଡିଭାଇସରୁ ଖାଲି କରିଦିଆଯିବ</translation>
<translation id="7349129508108954623">ଚିହ୍ନଟ କରାଯାଇଥିବା ଠିକଣାଗୁଡ଼ିକ ବିଷୟରେ ଆପଣଙ୍କୁ ଦିଗନିର୍ଦ୍ଦେଶ ଏବଂ ସ୍ଥାନୀୟ ସୂଚନା ଦେବା ନିମନ୍ତେ Google Maps ବ୍ୟବହାର କରିବା ପାଇଁ Chromeକୁ ଅନୁମତି ଦିଅନ୍ତୁ।</translation>
<translation id="7394108421562933108">Chromeରେ Maps</translation>
<translation id="7400722733683201933">Google Chrome ସମ୍ବନ୍ଧରେ</translation>
<translation id="7466693328838535498">ସର୍ଚ୍ଚ ୱିଜେଟ ବକ୍ସରେ Chrome ଲେଖନ୍ତୁ</translation>
<translation id="746684838091935575">3. Chrome ଚୟନ କରନ୍ତୁ</translation>
<translation id="7492574581995589075">ଆପଣଙ୍କ ସଂସ୍ଥା ଆପଣଙ୍କର Google ଆକାଉଣ୍ଟରେ Chrome ଡାଟା ବ୍ୟବହାର କରିବା ଏବଂ ସେଭ କରିବାର କ୍ଷମତାକୁ ବନ୍ଦ କରିଦେଇଛି। ନୂଆ ବୁକମାର୍କ, ପାସୱାର୍ଡ ଏବଂ ଆହୁରି ଅନେକ କିଛିକୁ କେବଳ ଏହି ଡିଭାଇସରେ ସେଭ କରାଯିବ।</translation>
<translation id="7501046334262221972">Chromeକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ କରିବା ପାଇଁ, ସେଟିଂସ୍ ଖୋଲନ୍ତୁ। ଡିଫଲ୍ଟ ବ୍ରାଉଜର୍ ଆପରେ ଟାପ୍ କରନ୍ତୁ ଏବଂ ତା'ପରେ Chrome ଚୟନ କରନ୍ତୁ।</translation>
<translation id="756809126120519699">Chrome ଡାଟା ଖାଲି କରାଯାଇଛି</translation>
<translation id="7581063337314642333">Chromeରେ ଟାବ ଗ୍ରିଡକୁ ଭିଜିଟ କରନ୍ତୁ</translation>
<translation id="7662994914830945754">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସାଇନ୍ ଇନ୍ କରି ସିଙ୍କ୍ ଚାଲୁ କରନ୍ତୁ</translation>
<translation id="7669869107155339016">Chrome ସେଟିଂସକୁ ଯାଆନ୍ତୁ।</translation>
<translation id="769104993356536261">iOSରେ Chrome ଆକ୍ସନ ବ୍ୟବହାର କରନ୍ତୁ</translation>
<translation id="7693590760643069321">ବର୍ତ୍ତମାନ ଆପଣ ମେସେଜ୍, ଡକ୍ୟୁମେଣ୍ଟ ଓ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chrome ବ୍ୟବହାର କରିପାରିବେ।</translation>
<translation id="7698568245838009292">Chrome କ୍ୟାମେରାକୁ ଆକ୍ସେସ୍ କରିବାକୁ ଚାହୁଁଛି</translation>
<translation id="7754633291442704733">ଆପଣଙ୍କ ସଂସ୍ଥା <ph name="DOMAIN" />ର ଆପଣଙ୍କ Chrome ଡାଟା, ବୁକମାର୍କ, ଇତିହାସ, ପାସୱାର୍ଡ ଏବଂ ଏହି ଆକାଉଣ୍ଟରେ ଆପଣ ଷ୍ଟୋର କରୁଥିବା ଅନ୍ୟ ସେଟିଂସକୁ ଆକ୍ସେସ ରହିବ। ଆପଣ ସାଇନ ଆଉଟ କଲେ, ଆପଣଙ୍କ ଡାଟାକୁ ଏହି ଡିଭାଇସରୁ ଖାଲି କରିଦିଆଯିବ। କିନ୍ତୁ, ଆପଣଙ୍କ ଡାଟା ଆପଣଙ୍କର ପରିଚାଳିତ Google ଆକାଉଣ୍ଟରେ ଷ୍ଟୋର ହୋଇ ରହିବ ଏବଂ ଆପଣଙ୍କ ସଂସ୍ଥା ପାଇଁ ଉପଲବ୍ଧ ହେବ। ଆପଣଙ୍କ ସଂସ୍ଥା ମଧ୍ୟ ସେହି ଆକାଉଣ୍ଟ ପାଇଁ ନିର୍ଦ୍ଦିଷ୍ଟ ୟୁଜର ନୀତିଗୁଡ଼ିକୁ ସେଟ କରିପାରିବ ଯାହା Chromeର ବ୍ୟବହାରକୁ ପରିବର୍ତ୍ତନ କରିପାରିବ।</translation>
<translation id="7780154209050837198">Chromeରୁ ସବୁଠାରୁ ଅଧିକ ସୁବିଧା ପାଇବା ପାଇଁ, ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ Chromeରେ ସାଇନ ଇନ କରନ୍ତୁ।</translation>
<translation id="778855399387580014">ଗୋଟିଏ ନୂଆ Chrome ଟାବ୍‌ରେ ଏକ ସର୍ଚ୍ଚ କରନ୍ତୁ।</translation>
<translation id="7792140019572081272">ଫେସ ID ମାଧ୍ୟମରେ Chrome ଆପଣଙ୍କ ସମ୍ବେଦନଶୀଳ ଡାଟାକୁ ସୁରକ୍ଷିତ ରଖେ।</translation>
<translation id="7855730255114109580">Google Chrome ଅପ୍-ଟୁ-ଡେଟ୍ ଅଛି</translation>
<translation id="7897703007638178753">Chromeର ବର୍ତ୍ତମାନର ଟାବଗୁଡ଼ିକୁ ଦେଖନ୍ତୁ</translation>
<translation id="7925119591961387184">"Chrome"କୁ ଚୟନ କରନ୍ତୁ।</translation>
<translation id="7933491483529363150">Chromeରେ ମୋ ନବୀନତମ ଟାବ ଖୋଲନ୍ତୁ।</translation>
<translation id="7948283758957877064">Chromeରେ ନୂଆ କଣ ଅଛି</translation>
<translation id="8006014511203279255">ମେସେଜ କିମ୍ବା ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଆପଣ ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
<translation id="8022947259858476807">ଲିଙ୍କଗୁଡ଼ିକୁ ଖୋଲିବା, ୱିଜେଟଗୁଡ଼ିକରୁ ସନ୍ଧାନ କରିବା ଏବଂ ଅନ୍ୟ ଆପଗୁଡ଼ିକରେ ପାସୱାର୍ଡଗୁଡ଼ିକୁ ସ୍ୱତଃପୂରଣ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="804638182476029347">ମୂଲ୍ୟ ହ୍ରାସ ଆଲର୍ଟ ପାଇବା ପାଇଁ Chrome ବିଜ୍ଞପ୍ତିଗୁଡ଼ିକୁ ଅନୁମତି ଦିଅନ୍ତୁ</translation>
<translation id="8065292699993359127">Chrome ରେ ଇନକଗ୍ନିଟୋ ମୋଡରେ URLଗୁଡ଼ିକ ଖୋଲନ୍ତୁ</translation>
<translation id="8069507567842347179">ଏହି ପେକେଜକୁ ପୂର୍ବରୁ Chromeରେ ଟ୍ରାକ କରାଯାଇଛି।</translation>
<translation id="81358522153858150">ବର୍ତ୍ତମାନ Chrome ଆପଣଙ୍କ ପରିଚାଳିତ ଆକାଉଣ୍ଟ ପାଇଁ ୟୁଜର ନୀତିଗୁଡ଼ିକୁ ସମର୍ଥନ କରେ</translation>
<translation id="8136856065410661948">Chrome ଏବଂ Google Lensରୁ ଆପଣଙ୍କ Apple Calendarରେ ଇଭେଣ୍ଟଗୁଡ଼ିକୁ ତିଆରି କରିବା ପାଇଁ ଏହାକୁ ବ୍ୟବହାର କରାଯିବ।</translation>
<translation id="8160472928944011082">Chrome କୁ ଅପଡେଟ୍ କରାଯାଇପାରିବ ନାହିଁ</translation>
<translation id="8174679664544842874">Chromeରେ ଏକ ନୂଆ ଟାବ ଖୋଲେ।</translation>
<translation id="8213758103105806860">Chrome ବୁକମାର୍କଗୁଡ଼ିକ ଦେଖନ୍ତୁ</translation>
<translation id="8328903609881776074">ଏକ ନୂଆ Chrome ଇନକଗ୍ନିଟୋ ଟାବ ଖୋଲେ।</translation>
<translation id="8357607116237445042">ଏହି ଡିଭାଇସରୁ ଆପଣଙ୍କ Chrome ଡାଟାକୁ ଖାଲି କରିବେ ନା ଏହାକୁ ରଖିବେ ତାହା ବାଛନ୍ତୁ</translation>
<translation id="8370517070665726704">କପିରାଇଟ୍ <ph name="YEAR" /> Google LLC। ସମସ୍ତ ଅଧିକାର ସଂରକ୍ଷିତ ଅଛି।</translation>
<translation id="8387459386171870978">Chrome ବ୍ୟବହାର କରିବା ଜାରି ରଖନ୍ତୁ</translation>
<translation id="840168496893712993">କିଛି ଏଡ୍-ଅନ୍ କାରଣରୁ Chrome କ୍ରାସ୍ ହୋଇଯାଉଛି। ଦୟାକରି ସେଗୁଡ଼ିକୁ ଅନ୍‌ଇନ୍‍ଷ୍ଟଲ୍‌ କରିବା ପାଇଁ ପୁଣି ଚେଷ୍ଟା କରନ୍ତୁ।</translation>
<translation id="8413795581997394485">ବିପଦଜନକ ପରି ଜଣାପଡ଼ୁଥିବା ସାଇଟ, ଡାଉନଲୋଡ ଏବଂ ଏକ୍ସଟେନସନଗୁଡ଼ିକଠାରୁ ସୁରକ୍ଷିତ ରଖେ। ଆପଣ ଏକ ସାଇଟକୁ ଭିଜିଟ କଲେ, Chrome ଆପଣଙ୍କ IP ଠିକଣାକୁ ଲୁଚାଉଥିବା ଗୋଟିଏ ଗୋପନୀୟତା ସର୍ଭର ମାଧ୍ୟମରେ URLର ଏକ ଅସ୍ପଷ୍ଟ ଅଂଶ Googleକୁ ପଠାଏ। ଯଦି ଏକ ପୃଷ୍ଠା କିଛି ସନ୍ଦେହଜନକ କାର୍ଯ୍ୟ କରେ, ତେବେ ସମ୍ପୂର୍ଣ୍ଣ URL ଏବଂ ପୃଷ୍ଠାର କିଛି ବିଷୟବସ୍ତୁ ମଧ୍ୟ ପଠାଯାଏ।</translation>
<translation id="8414886616817913619">Chrome ବ୍ୟବହାର କରିବାକୁ ଆପଣଙ୍କ ସଂସ୍ଥା ପାଇଁ ଆପଣଙ୍କୁ ସାଇନ ଇନ କରିବାର ଆବଶ୍ୟକତା ଅଛି। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="84594714173170813">ଆପଣଙ୍କ Google ଆକାଉଣ୍ଟରେ Chrome ଡାଟାକୁ ବ୍ୟବହାର କରିବା ଜାରି ରଖନ୍ତୁ</translation>
<translation id="8459495907675268833">ଚୟନିତ ଡାଟାକୁ Chrome ଓ ସିଙ୍କ ହୋଇଥିବା ଡିଭାଇସରୁ କାଢ଼ି ଦିଆଯାଇଛି। ଆପଣଙ୍କ Google ଆକାଉଣ୍ଟରେ history.google.comରେ ଅନ୍ୟ Google ସେବାଗୁଡ଼ିକରୁ ସର୍ଚ୍ଚ ଏବଂ କାର୍ଯ୍ୟକଳାପ ପରି ବ୍ରାଉଜିଂ ଇତିହାସର ଅନ୍ୟ ପ୍ରକାର ଥାଇପାରେ।</translation>
<translation id="8491300088149538575"><ph name="EMAIL" /> ଭାବେ ସାଇନ ଇନ କରିଛନ୍ତି।
ଆପଣଙ୍କ ପାସଫ୍ରେଜ ମାଧ୍ୟମରେ ଆପଣଙ୍କ ଡାଟାକୁ <ph name="TIME" />ରେ ଏନକ୍ରିପ୍ଟ କରାଯାଇଛି। ଆପଣଙ୍କ Google ଆକାଉଣ୍ଟରେ Chrome ଡାଟା ବ୍ୟବହାର ଏବଂ ସେଭ କରିବା ପାଇଁ ଏହାକୁ ଲେଖନ୍ତୁ।</translation>
<translation id="850555388806794946">Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ କରିବାକୁ:
1. ସେଟିଂସ୍ ଖୋଲନ୍ତୁ
2. ଡିଫଲ୍ଟ ବ୍ରାଉଜର୍ ଆପକୁ ଟାପ୍ କରନ୍ତୁ
3. Chrome ଚୟନ କରନ୍ତୁ।</translation>
<translation id="8540666473246803645">Google Chrome</translation>
<translation id="8558480467877843976">ବର୍ତ୍ତମାନ ଆପଣ ଯେ କୌଣସି ସମୟରେ ବ୍ରାଉଜ କରି କିମ୍ବା ମେସେଜ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି Chrome ବ୍ୟବହାର କରିପାରିବେ।</translation>
<translation id="8577978202917232774">ପରାମର୍ଶଗୁଡ଼ିକ ଆପଣଙ୍କ ଅନ୍ୟ ଡିଭାଇସଗୁଡ଼ିକରେ ଆପଣଙ୍କର ବ୍ରାଉଜିଂ କାର୍ଯ୍ୟକଳାପ ଉପରେ ଆଧାରିତ ଅଟେ। ପରାମର୍ଶ ପାଇବା ପାଇଁ ଆପଣଙ୍କର ସମସ୍ତ ଡିଭାଇସରେ ଥିବା Chromeରେ ସାଇନ ଇନ କରନ୍ତୁ।</translation>
<translation id="8587647598504233556">"Chrome" ତା'ପରେ "ଡିଫଲ୍ଟ ବ୍ରାଉଜର ଆପ"ରେ ଟାପ କରନ୍ତୁ।</translation>
<translation id="8603022514504485810">Google Password Manager ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ କିମ୍ବା <ph name="BEGIN_LINK" />ଆପଣଙ୍କ Google ଆକାଉଣ୍ଟରେ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରନ୍ତୁ।<ph name="END_LINK" /></translation>
<translation id="8727043961453758442">Chromeରୁ ସବୁଠୁ ଅଧିକ ସୁବିଧା ପାଆନ୍ତୁ</translation>
<translation id="8736550665979974340">Google Chrome ସହ ସୁରକ୍ଷିତ ରୁହନ୍ତୁ</translation>
<translation id="8760668027640688122">Chromeରେ ନୂଆ ଟାବ ଖୋଲନ୍ତୁ</translation>
<translation id="8765470054473112089">ଆପଣ ଠିକଣା ବାର କିମ୍ବା ସର୍ଚ୍ଚ ବାକ୍ସରେ ଟାଇପ କଲେ, ଉନ୍ନତ ପରାମର୍ଶ ପାଇବାକୁ Chrome ଆପଣ ଯାହା ଟାଇପ କରନ୍ତି ତାହା ଆପଣଙ୍କ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନକୁ ପଠାଏ। ଏହା ଇନକଗ୍ନିଟୋରେ ବନ୍ଦ ଅଛି।</translation>
<translation id="8772179140489533211">Chromeରେ ସାଇନ୍ ଇନ୍ କରିବାକୁ ପ୍ରମ୍ପ୍ଟ ଦେଖାଏ।</translation>
<translation id="8788269841521769222">ଆପଣଙ୍କୁ ଏହି ପାସୱାର୍ଡ ମନେ ରଖିବା ଆବଶ୍ୟକ ହେବ ନାହିଁ। <ph name="EMAIL" />ର Google ପାସୱାର୍ଡ ମ୍ୟାନେଜରରେ ଏହା ସେଭ ହୋଇଯିବ</translation>
<translation id="878917453316810648">Chrome ଟିପ: Chromeକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="8808828119384186784">Chrome ସେଟିଂସ</translation>
<translation id="8855781063981781621">Chromeରେ ଲକଡାଉନ ମୋଡକୁ ଅକ୍ଷମ କରିବା ପାଇଁ ଏହାକୁ ଆପଣଙ୍କ iPadରେ ବନ୍ଦ କରନ୍ତୁ।</translation>
<translation id="8856877214925961642">ପାସଫ୍ରେଜ ଏନକ୍ରିପସନରେ ପେମେଣ୍ଟ ପଦ୍ଧତି ଓ ଠିକଣାଗୁଡ଼ିକ ଅନ୍ତର୍ଭୁକ୍ତ ହୁଏ ନାହିଁ।
ଏହି ସେଟିଂକୁ ପରିବର୍ତ୍ତନ କରିବା ପାଇଁ, <ph name="BEGIN_LINK" />ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟାକୁ ଖାଲି କରନ୍ତୁ<ph name="END_LINK" /></translation>
<translation id="8857676124663337448">Google Password Manager ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ।</translation>
<translation id="8865415417596392024">ଆପଣଙ୍କ ଆକାଉଣ୍ଟରେ ଥିବା Chrome ଡାଟା</translation>
<translation id="8874688701962049679">Chromeରୁ ସବୁଠୁ ଅଧିକ ସୁବିଧା ପାଇବା ବିଷୟରେ ଟିପ୍ସ।</translation>
<translation id="8891935667620843985">ଆପଣ Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର ଆପ ଭାବେ ସେଟ କରି ଲିଙ୍କଗୁଡ଼ିକୁ ଏଥିରେ ସ୍ୱଚାଳିତ ଭାବେ ଖୋଲିପାରିବେ।</translation>
<translation id="8897749957032330183">ଏହି ଡିଭାଇସର Google Password Managerରେ ପାସୱାର୍ଡଗୁଡ଼ିକୁ ସେଭ କରାଯାଇଛି।</translation>
<translation id="8949681853939555434">Chromeକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର ଭାବରେ ସେଟ କରନ୍ତୁ</translation>
<translation id="8969290730818637510">ଚାଲୁ ଥିବା ସମୟରେ:
<ph name="BEGIN_INDENT" /> • ଆପଣ Chromeକୁ ଯେପରି ବ୍ୟବହାର କରନ୍ତି ସେହିପରି ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଏହାକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।<ph name="END_INDENT" />
ବିଚାରଯୋଗ୍ୟ ବିଷୟଗୁଡ଼ିକ:
<ph name="BEGIN_INDENT" /> • ଆପଣଙ୍କ Chrome ବ୍ୟବହାର ସମ୍ପର୍କିତ ସୂଚନା Googleକୁ ପଠାଯାଏ, କିନ୍ତୁ ଏହାକୁ ଆପଣଙ୍କ ସହ ଯୋଡ଼ାଯାଏ ନାହିଁ।
• ଯଦି Chrome କ୍ରାସ ହୁଏ, ତେବେ କ୍ରାସ ବିଷୟରେ ଥିବା ବିବରଣୀରେ କିଛି ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ।
• ଯଦି ଆପଣ ସିଙ୍କ ଚାଲୁ କରନ୍ତି, ତେବେ ଆପଣ ଭିଜିଟ କରୁଥିବା URLଗୁଡ଼ିକ ବିଷୟରେ ସୂଚନା ମଧ୍ୟ ମେଟ୍ରିକ୍ସରେ ଅନ୍ତର୍ଭୁକ୍ତ ହୋଇପାରେ।<ph name="END_INDENT" /></translation>
<translation id="9043368763795653245">ଆପଣଙ୍କ ଡିସ୍କଭର ଫିଡ ଏବଂ Chromeକୁ ପର୍ସନାଲାଇଜ କରିବା ପାଇଁ ସିଙ୍କ ଚାଲୁ କରନ୍ତୁ।</translation>
<translation id="9068336935206019333">Chrome ଇନକଗ୍ନିଟୋରେ ଖୋଲନ୍ତୁ</translation>
<translation id="9071207983537882274">Chromeରେ ସେଟିଂସକୁ ଖୋଲେ।</translation>
<translation id="9112744793181547300">Chromeକୁ ଡିଫଲ୍ଟ ଭାବେ ସେଟ୍ କରିବେ?</translation>
<translation id="9122931302567044771">ଏହାର ଅର୍ଥ ପ୍ରତ୍ୟେକ ଥର Chrome ଏକ ଡେସ୍କଟପ ସାଇଟ ଅନୁରୋଧ କରିବ।</translation>
<translation id="9181628561061032322">Chromeର ବର୍ତ୍ତମାନର ଟାବଗୁଡ଼ିକୁ ଖୋଲେ।</translation>
<translation id="953008885340860025">Chrome ସାଇନ ଆଉଟ ହୋଇଛି</translation>
<translation id="97300214378190234">ଅନ୍ୟ ଆପ୍ସରେ ଥିବା ଲିଙ୍କରେ ଟାପ କରି ଆପଣ ଯେ କୌଣସି ସମୟରେ Chrome ବ୍ୟବହାର କରନ୍ତୁ।</translation>
</translationbundle>