[go: nahoru, domu]

Jump to content

ସୁନ୍ଦରଗଡ଼ ଜିଲ୍ଲା

Coordinates: 22°07′N 84°02′E / 22.12°N 84.03°E / 22.12; 84.03
ଉଇକିପିଡ଼ିଆ‌ରୁ
୧୭:୫୪, ୨୨ ଜୁଲାଇ ୨୦୧୧ ବେଳେ MKar (ଆଲୋଚନା | ଅବଦାନ) (ନୂତନ: ସୁନ୍ଦରଗଡ଼ ଜିଲା) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ସୁନ୍ଦରଗଡ଼
—  ଜିଲ୍ଲା  —
ସୁନ୍ଦରଗଡ଼
ସୁନ୍ଦରଗଡ଼ର ଅବସ୍ଥାନ
ଓଡ଼ିଶା
ଦିଗବାରେଣି 22°07′N 84°02′E / 22.12°N 84.03°E / 22.12; 84.03
ଦେଶ ଭାରତ
ରାଜ୍ୟ ଓଡ଼ିଶା
ସଦର ମହକୁମା ସୁନ୍ଦରଗଡ଼
ଜିଲ୍ଲାପାଳ
ସାଂସଦ
ସଂସଦ ସୁନ୍ଦରଗଡ଼
ବିଧାନ ସଭା ୭: ତଳସରା (୦୦୮), ସୁନ୍ଦରଗଡ଼(୦୦୯), ବିରମିତ୍ରପୁର(୦୧୦) ରଘୁନାଥପାଲି(୦୧୧), ରାଉରକେଲା(୦୧୨), ରାଜଗାଙ୍ଗପୁର(୦୧୩) ଓ ବଣାଇଁ (୦୧୪)
ଲୋକସଂଖ୍ୟା

ଘନତା

୨୦,୮୦,୬୪୪ (2011)

[convert: invalid number]

ସରକାରୀ ଭାଷାସବୁ ଓଡ଼ିଆ, ଇଂରାଜୀ
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା [convert: invalid number]
ପାଣିପାଗ

ପ୍ରେସିପିଟେସନ
ତାପମାତ୍ରା
• ଗରମ ଦିନ
• ଶୀତ ଦିନ

ପାଣିପାଗ ଅନୁସାରେ (କୋପିଆନ)

     [convert: invalid number]

     [convert: invalid number]
     [convert: invalid number]

କୋଡ଼
ବେବସାଇଟ sundergarh.nic.in sundergarh.nic.in

ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲା । ସୁନ୍ଦରଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ

୧୯୪୮ମସିହା ଜାନୁଆରୀ ପହିଲା ଦିନ ସୁନ୍ଦରଗଡ଼ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା୤

ଭୂଗୋଳ

ଓଡ଼ିଶାର ଉତ୍ତର-ପଶ୍ଚିମଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଆୟତନ ୯,୭୧୨ ବର୍ଗ କିମି୤

ଅବସ୍ଥିତି

ମୁଖ୍ୟ ନଦୀ ଓ ଶାଖାନଦୀ

  • ବ୍ରାହ୍ମଣୀ
  • ଶଙ୍ଖ
  • କୋଏଲ
  • ଇବ

ଜନସଂଖ୍ୟା

୨୦୧୧ ଜନଗଣନା []ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ଲୋକସଂଖ୍ୟା ୨୦,୮୦,୬୬୪ |

  • ପୁରୁଷ: ୧୦,୫୫,୭୨୩
  • ମହିଳା: ୧୦,୨୪,୯୪୧
    • ଛ ବର୍ଷରୁ କମ: ୨,୪୯,୦୨୦
  • ପଢୁଆ ହାର ୭୪.୧୩%
    • ପୁରୁଷ: ୮୨.୧୩%
    • ମହିଳା: ୬୫.୯୩%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): ୦୩
  • ତହସିଲ: ୦୯
  • ବ୍ଳକ: ୧୭
  • ଗ୍ରାମ: ୧୭୪୪

ଯୋଗାଯୋଗ

ଗମନାଗମନ

  • ନିକଟତମ ରେଳ ଷ୍ଟେସନ: ୩୫ କିମି ଦୁରରେ ଝାରସୁଗୁଡ଼ା ଠାରେ ଅବସ୍ଥିତ ୤
  • ନିକଟତମ ବିମାନଘାଟି: ରାଉରକେଲାରେ ଏକ ଉଡ଼ାଜାହାଜ ପଡିଆ ଅଛି ୤

ଡାକ ଓ ତାର

ରାଜନୀତି

ଲୋକସଭା ନିର୍ବାଚନ ମଣ୍ଡଳୀ

  • ସୁନ୍ଦରଗଡ଼

ବିଧାନସଭା ନିର୍ବାଚନ ମଣ୍ଡଳୀ

  • ତଳସରା (୦୦୮)
  • ସୁନ୍ଦରଗଡ଼(୦୦୯)
  • ବିରମିତ୍ରପୁର(୦୧୦)
  • ରଘୁନାଥପାଲି(୦୧୧)
  • ରାଉରକେଲା(୦୧୨)
  • ରାଜଗାଙ୍ଗପୁର(୦୧୩)
  • ବଣାଇଁ (୦୧୪)

ଶିକ୍ଷା

ପର୍ଯ୍ୟଟନ ସ୍ଥଳ

  • ଖଣ୍ଡାଧାର ଜଳପ୍ରପାତ
  • ବେଦବ୍ୟାସ
  • ମାଣିକମୋଡ଼ା
  • ମନିନ୍ଦ୍ର ଡ୍ୟାମ

ଆଧାର

ବାହାର ଲିଙ୍କ

  1. ସୁନ୍ଦରଗଡ଼ ଜିଲ୍ଲା ସରକାରୀ ପୃଷ୍ଠା
  2. 123orissaରେ ସୁନ୍ଦରଗଡ଼ ଜିଲ୍ଲା
  3. orissaonlineରେ ସୁନ୍ଦରଗଡ଼ ଜିଲ୍ଲା