[go: nahoru, domu]

Jump to content

ତିସରି କସମ

ଉଇକିପିଡ଼ିଆ‌ରୁ

ତିସରି କସମ
ଫାଇଲ:Teesrikasam.jpg
ନିର୍ଦ୍ଦେଶକBasu Bhattacharya
ପ୍ରଯୋଜକShailendra
ଚିତ୍ରନାଟ୍ୟNabendu Ghosh
Phanishwar Nath Renu (Dialogue)
ମୂଳ ଆଧାରTeesri Kasam Urf Maare Gaye Gulfam 
by Phanishwar Nath Renu
କଳାକାରRaj Kapoor
Waheeda Rehman
Iftekhar
Asit Sen
Dulari
Keshto Mukherjee
C.S. Dubey
ସଙ୍ଗୀତShankar-Jaikishen
Shailendra (Lyrics)
Hasrat Jaipuri (Lyrics)
ଚିତ୍ରଗ୍ରହଣSubrata Mitra
ମୁକ୍ତିଲାଭ ତାରିଖ
1966
କଥାଚିତ୍ରର ସମୟ
159 min
ଦେଶIndia
ଭାଷାHindi

ତିସରି କସମ ( The 3rd vow ) ୧୯୬୬ରେ ନିର୍ମିତ ଏକ ହିନ୍ଦୀ ଫିଲ୍ମ । ଏହା ବାସୁ ଭଟାଚାର୍ଜ୍ୟଙ୍କ ନିର୍ଦ୍ଦେଶିତ ଓ ଫଣୀ ରାୟଙ୍କ ଲିଖିତ ହିନ୍ଦୀ ଗଳ୍ପ 'ମାରେ ଗୟେ ଗୁଲଫମ ' ଉପରେ ଆଧାରିତ । ରାଜ କପୁର ଓ ୱାହିଦା ରହମାନଙ୍କ ଅଭିନୀତ ଏହି ଫିଲ୍ମ ଏକ ଅଣପାରମ୍ପରିକ କଥାଚିତ୍ର । ଏହି ଫିଲ୍ମରେ ନିଛକ ଗ୍ରାମ୍ୟ ଜୀବନର ଚିତ୍ର ପ୍ରତିଫଳିତ ହୋଇଛି । ବିହାର  ରାଜ୍ୟର ଗ୍ରାମୀଣ ପଟ୍ଟଭୂମିକୁ ନେଇ ତିଆରି ହେଇଥିବା କଥାଚିତ୍ରରେ ଜଣେ ଶଗଡ ଚାଳକ , ଜଣେ ନର୍ତକୀ ପ୍ରେମରେ ପଡିଥିବା ବିଷୟ ବସ୍ତୁକୁ ସୁନ୍ଦର ରୂପ ଦେଇ ନିର୍ମାଣ ହେଇଥିଲା । ଏହି ଫିଲ୍ମରେ ଥିବା ସାଂପ୍ରତିକ ସାମାଜିକ ଅବସ୍ଥାର ବର୍ଣ୍ଣନା , ତଥା ସେ କାଳରେ ନାରୀ ସମାଜ ଉପରେ ହଉଥିବା ଅନ୍ୟାୟ ବିଷୟରେ ଆଲୋକପାତ ହେଇଥିଲା ।ଏହି ଚଳଚ୍ଚିତ୍ର ୧୪ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଶ୍ରେଷ୍ଠ କଥାଚିତ୍ର ପୁରସ୍କାର ଲାଭ  କରିଥିଲା ।   

ମୁଖ୍ୟ ଅଭିନୟ 

[ସମ୍ପାଦନା]

ତିସରି କସମରେ ମୁଖ୍ୟ ଭୂମିକା 'ହୀରାମନ " ଭାବେ ରାଜ କପୁର ଅଭିନୟ କରିଥିବା ବେଳେ , ନାର୍ତକୀ 'ହିରାବାଇ ' ଭୂମିକାରେ ୱାହିଦା ରହମାନ ଓ ଅନ୍ୟ ମୁଖ୍ୟ ଭୂମିକାରେ କେଶଟୋ ମୁଖାର୍ଜୀ , ଇଫତିଖର, ଏ ॰ କେ । ହଙ୍ଗଳ , ତଥା ଅସିତ ସେନ ରହିଥିଲେ ।

ସଙ୍ଗୀତ 

[ସମ୍ପାଦନା]

ତିସରି କସମ କାହାଣୀ , ଅଭିନୟ , ନିର୍ମାଣ ଦ୍ରୁଷ୍ଟିରୁ ବହୁଳ ପ୍ରଶଂସିତ ହେଇଥିଲା । ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଥିଲା । ହେଲେ ବାଣିଜ୍ୟିକ ହିସାବରେ ଫିଲ୍ମ ଅସଫଳ ହେଇଥିଲା ।

ଶଙ୍କର ଜୟକିଶନଙ୍କ ସଂଗୀତ ନିର୍ଦ୍ଦେଶନାରେ ଏହି ଫିଲ୍ମର ସଙ୍ଗୀତ ଖୁବ ସ୍ରୁତି ମଧୁର ଓ ଲୋକ ସଙ୍ଗୀତ ଆଧାରିତ ହେଇଥିଲା । ଏହାର ' ସଜନବା ବଇରୀ ହୋ ଗୟେ ହାମାର ....." ଏକ ସୁପର ହିଟ ଗୀତର ମାନ୍ୟତା ପାଇଥିଲା ।   [୧][୨]

ପୁରସ୍କାର ସମୂହ 

[ସମ୍ପାଦନା]
  • 1967 National Film Award for Best Feature Film [୧]
  • 1967 Moscow International Film Festival: Grand Prix - Nominated

ଆଧାର 

[ସମ୍ପାଦନା]
  1. ୧.୦ ୧.୧ Chatterjee 2003, p. 532.
  2. Chatterjee 2003, p. 330.
  • Kaur, Raminder; Sinha, Ajay J (2005). Bollyworld: Popular Indian Cinema Through A Transnational Lens. SAGE Publications. ISBN 978-0-7619-3321-2. {{cite book}}: Invalid |ref=harv (help)
  • Hangal, A. K. (1999). Life and Times of A.K. Hangal. Sterling Publishers. ISBN 978-81-207-2163-0. {{cite book}}: Invalid |ref=harv (help)
  • Gulazāra; Nihalani, Govind; Chatterjee, Saibal (2003). Encyclopaedia of Hindi Cinema. Popular Prakashan. ISBN 978-81-7991-066-5. {{cite book}}: Invalid |ref=harv (help)
  • Singh, Indubala (2007). Gender Relations and Cultural Ideology in Indian Cinema: A Study of Select Adaptations of Literary Texts. Deep & Deep Publications. ISBN 978-81-7629-989-3. {{cite book}}: Invalid |ref=harv (help)
  • Banerjee, Shampa; Srivastava, Anil (1988). One Hundred Indian Feature Films: An Annotated Filmography. Taylor & Francis. ISBN 978-0-8240-9483-6. {{cite book}}: Invalid |ref=harv (help)
  • Patel, Bhaichand (2012). Bollywood's Top 20: Superstars of Indian Cinema. Penguin Books India. ISBN 978-0-670-08572-9. {{cite book}}: Invalid |ref=harv (help)
  • Kabir, Nasreen Munni; Rehman, Waheeda (2014). Conversations with Waheeda Rehman. Penguin Books Limited. ISBN 978-93-5118-642-7. {{cite book}}: Invalid |ref=harv (help)

ବାହ୍ୟ ଆଧାର 

[ସମ୍ପାଦନା]
  • {{cite web}}: Empty citation (help)
  • ଇଣ୍ଟରନେଟ ମୁଭି ଡାଟାବେସରେ Teesri Kasam Internet Movie Database