[go: nahoru, domu]

Jump to content

ନାସାପଟ ସ୍ଥାନ‌ଚ୍ୟୁତି

ଉଇକିପିଡ଼ିଆ‌ରୁ
Deviated septum, deviated nasal septum (DNS), nasal septal deformity
An MRI image showing a congenitally deviated nasal septum
An MRI image showing a congenitally deviated nasal septum
ବିଭାଗOtorhinolaryngology
ଲକ୍ଷଣNone, nasal congestion[]
କାରଣPresent at birth, result of injury[]
ରୋଗ ନିର୍ଣ୍ଣୟ ପଦ୍ଧତିExamination[]
ସଠିକ ରୋଗ ନିର୍ଣ୍ଣୟNasal polyps, adenoid enlargement[]
ଚିକିତ୍ସାNone, surgery[]
ପୁନଃପୌନିକCommon[]

ନାସାପଟ ସ୍ଥାନ‌ଚ୍ୟୁତି (ଇଂରାଜୀ ଭାଷାରେ) Nasal septum deviation) ହେଉଛି ନାକର ଏକ ରୋଗ ଯେଉଁଥିରେ ନାସାପଟ ବଙ୍କା ଦେଖାଯାଏ ।[] ଏହାର ଲକ୍ଷଣରେ ଗୋଟିଏ ପାର୍ଶ୍ୱରେ ନାକରେ ଅଧିକ ରକ୍ତ ସଞ୍ଚୟ ହୋଇପାରେ; ଯଦିଓ ଅନେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ।[] [] ଜଟିଳତା ମଧ୍ୟରେ ସାଇନୁସାଇଟିସ କିମ୍ବା ନାକରୁ ରକ୍ତସ୍ରାବ ହୋଇପାରେ ।[]

ଏହା ଜନ୍ମ ସମୟରେ ଉପସ୍ଥିତ ହୋଇପାରେ କିମ୍ବା ଆଘାତର ପରିଣାମ ସ୍ୱରୂପ ହୋଇପାରେ ।[] ଅଧିକାଂଶ କ୍ଷେତ୍ରରେ ଆଘାତର କୌଣସି ଇତିହାସ ମିଳେନି ଯଦିଓ କିଛି ମାମଲା ଜୀବନର ପ୍ରାରମ୍ଭରୁ ଥାଇପାରେ ।[] ରୋଗୀର ପରୀକ୍ଷା ଉପରେ ରୋଗ ନିର୍ଣ୍ଣ‌ୟ କରାଯାଏ । []

ଏହା ନିମନ୍ତେ ପ୍ରାୟ କୌଣସି ଚିକିତ୍ସା ଆବଶ୍ୟକ ହୁଏ ନାହିଁ; ଅବଶ୍ୟ ଗୁରୁତର କ୍ଷେତ୍ରରେ ସେପ୍ଟୋପ୍ଲାଷ୍ଟି ଅସ୍ତ୍ରୋପଚାର ଏକ ବିକଳ୍ପ ହୋଇପାରେ ।[] ସାଧାରଣତଃ ସେପ୍ଟୋପ୍ଲାଷ୍ଟି କରାଗଲେ ମଧ୍ୟ ଏହାର ଉପକାରୀତାର ପ୍ରମାଣ ଅଭାବ ହୁଏ ।[] ଅଧିକ ରକ୍ତସଞ୍ଚୟ ଜନିତ ଶ୍ୱାସରୁଦ୍ଧ ହେଉଥିବା ଲୋକମାନଙ୍କରେ ଲଗାତାର ଯୁକ୍ତାତ୍ମକ ନାସାରନ୍ଧ୍ର ଚାପ (CPAP) ଦେଲେ ରୋଗୀର ଶ୍ୱାସକ୍ରିୟା ଉନ୍ନତ କରିପାରେ । [] ଅଧିକାଂଶ ଲୋକଙ୍କଠାରେ ଏକ ସାମାନ୍ୟ ପରିମାଣର ବିଚ୍ୟୁତି ଉପସ୍ଥିତ ଥାଏ ।[]

  1. ୧.୦ ୧.୧ ୧.୨ "Septal Deviation and Perforation - Ear, Nose, and Throat Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 28 December 2021. Retrieved 5 February 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Deviated Septum - Ear, Nose, and Throat Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 5 February 2022.
  3. Schuman, TA; Senior, BA (October 2018). "Treatment Paradigm for Nasal Airway Obstruction". Otolaryngologic clinics of North America. 51 (5): 873–882. doi:10.1016/j.otc.2018.05.003. PMID 29941181.
  4. Hsu, DW; Suh, JD (October 2018). "Anatomy and Physiology of Nasal Obstruction". Otolaryngologic clinics of North America. 51 (5): 853–865. doi:10.1016/j.otc.2018.05.001. PMID 29941182.
  5. van Egmond, MMHT; Rovers, MM; Tillema, AHJ; van Neerbeek, N (1 September 2018). "Septoplasty for nasal obstruction due to a deviated nasal septum in adults: a systematic review". Rhinology. 56 (3): 195–208. doi:10.4193/Rhin18.016. PMID 29656301.