ନୁର ଇନାୟତ ଖାନ
Appearance
ନୁର ଇନାୟତ ଖାନ | |
---|---|
Nickname(s) | 'ମାଡେଲିନ' (Callsign: Nurse); 'Jeanne-Marie Renier'; 'ନୋରା ବେକର' |
ଜନ୍ମ | ସେଣ୍ଟ ପିଟର୍ସବର୍ଗ, ଋଷିଆ | ୨ ଜାନୁଆରୀ ୧୯୧୪
ମୃତ୍ୟୁ | ୧୩ ସେପ୍ଟେମ୍ବର ୧୯୪୪ Dachau concentration camp, Germany | (ବୟସ ୩୦)
ନିଯୁକ୍ତିଦାତା | ଯୁକ୍ତରାଜ୍ୟ |
ସେବା/ | Women's Auxiliary Air Force |
କାର୍ଯ୍ୟକାଳ | ୧୯୪୦-୧୯୪୪ |
ପଦବୀ | Assistant Section Officer |
ସେନା ବିଭାଗ | Special Operations Executive Cinema |
ସଂଘର୍ଷ/ଯୁଦ୍ଧ | ଦ୍ୱିତୀୟ ବିଶ୍ୱଯୁଦ୍ଧ |
ପୁରସ୍କାର | George Cross Mentioned in Despatches Croix de Guerre (France) |
ନୁର-ଉନ-ନିସା-ଇନାୟତ-ଖାନ (ନୁର ଇନାୟତ ଖାନ; ଉର୍ଦ୍ଦୁ : نور عنایت خان, ଇଂରାଜୀ: Noor Inayat Khan) ଜନ୍ମ ୧ ଜାନୁଆରୀ ୧୯୧୪ରେ ଋଷିଆର ସେଣ୍ଟ ପିଟର୍ସବର୍ଗଠାରେ ହେଇଥିଲା[୧] । ସେ ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିତ୍ର ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ। ଫ୍ରାନ୍ସରେ ସେ ନୋରା ବେକର ଓ ମାଡେଲିନ ନାମରେ ଜଣାଯାଉଥିଲେ[୧] ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନୁରଙ୍କ ବାପା ଭାରତୀୟ ଓ ମାଁ ଆମେରିକୀୟ ଥିଲେ। ତାଙ୍କ ବାପା ଇଜରତ ଇନାୟତ ଖାନ ୧୮ଶ ଶତାବ୍ଦୀର ମୈସୁର ରାଜ୍ୟର ଶାସକ ଟିପୁ ସୁଲତାନଙ୍କ[୨] ଅଣନାତି ଥିଲେ। ସେ ଜଣେ ଧାର୍ମିକ ଗୁରୁ ଥିଲେ ଓ ପରିବାର ସହ ଲଣ୍ଡନ ଓ ପରେ ପ୍ୟାରିସରେ ବସବାସ କରିଲେ।
ସମ୍ମାନ
[ସମ୍ପାଦନା]- ଫ୍ରାନ୍ସଦ୍ୱାରା ସର୍ବୋଚ୍ଚ ସମ୍ମାନ- କ୍ରୋକ୍ସ ଡ଼ି ଗେୟରରେ ସମ୍ମାନିତ କରାଯାଇଥିଲା।[୫]
- ମେସଣ୍ଡ ଇନ ଡିସ୍ପୈଚିଜ (ବ୍ରିଟିଶ ବିରତ୍ୱ ସମ୍ମାନ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Noorunissa Inayat-Khan". The Message of Hazrat Inayat Khan. 2016. Retrieved 5 June 2016.
- ↑ "Tomb of Hazrat Inayat Khan". Delhi Information. 2016. Retrieved 5 June 2016.
- ↑ "George Cross, George Medal and the Medal of the Order of the British Empire (military): Air Ministry recommendation to the Selection Committee and correspondence (Assistant Section Officer Nora Inayat-Khan, Women's Auxiliary Air Force)", T 351/47, National Archives, Kew.
- ↑ "Noor Inayat Khan" (in English). Spatracrooss Publication. Retrieved 1 April 2014.
{{cite web}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Noor Inayat Khan: Life of a Spy Princess" (in English). BBC. Archived from the original on 14 January 2011.
{{cite web}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link)