[go: nahoru, domu]

Jump to content

ଫ୍ଲୁଡ୍ରକ୍ସିକର୍ଟାଇଡ

ଉଇକିପିଡ଼ିଆ‌ରୁ
ଫ୍ଲୁଡ୍ରକ୍ସିକର୍ଟାଇଡ
Clinical data
Trade namesCordran, Haelan, others
SynonymsFlurandrenolide, flurandrenolone
AHFS/Drugs.commonograph
Routes of
administration
Topical
Legal status
Legal status
  • UK: POM (Prescription only)
Identifiers
  • 6-Fluoro-11,21-dihydroxy-16,17-[(l-methylethylidene)bis(oxy)]-(6α,11β,16α)-pregn-4-ene-3,20-dione
ECHA InfoCard100.014.724 Edit this at Wikidata
Chemical and physical data
FormulaC24H33FO6
Molar mass୪୩୬.୫୨ g·mol−1
3D model (JSmol)
  • O=C1\C=C5/[C@](C)(CC1)[C@@H]2[C@H]([C@H]3[C@](C[C@@H]2O)([C@@]4(OC(O[C@@H]4C3)(C)C)C(=O)CO)C)C[C@@H]5F
  • InChI=1S/C24H33FO6/c1-21(2)30-19-9-14-13-8-16(25)15-7-12(27)5-6-22(15,3)20(13)17(28)10-23(14,4)24(19,31-21)18(29)11-26/h7,13-14,16-17,19-20,26,28H,5-6,8-11H2,1-4H3/t13-,14-,16-,17-,19+,20+,22-,23-,24+/m0/s1 checkY
  • Key:POPFMWWJOGLOIF-XWCQMRHXSA-N checkY
  (verify)

ଫ୍ଲୁଡ୍ରକ୍ସିକର୍ଟାଇଡ,(ଇଂରାଜୀ ଭାଷାରେ Fludroxycortide), ଯାହା ଫ୍ଲୁରାଣ୍ଡ୍ରେନୋଲାଇଡ ଏବଂ ଫ୍ଲୁରାଣ୍ଡ୍ରେନୋଲୋନ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଚର୍ମ ଉପ‌ଯୋଗୀ ଷ୍ଟିରଏଡ ଯାହା ଏକଜିମା ଏବଂ ସୋରିଆସିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଚର୍ମର ରୋଗ ଥିବା ସ୍ଥାନରେ ଏହା ଦିନକୁ ଥରେ କିମ୍ବା ଦୁଇଥର ପ୍ରୟୋଗ କରାଯାଏ ।[]

ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା, ବ୍ରଣ, ଚର୍ମ କୃଶତା, ଏବଂ ଚର୍ମ ଗାର ବା ଷ୍ଟ୍ରିଆ ସଙ୍କଟ ରହିପାରେ | [] [] କ୍ୱଚିତ୍ କୁସିଂ ସିଣ୍ଡ୍ରୋମ ହୋଇପାରେ | [] ଗର୍ଭାବସ୍ଥାରେ ଦୀର୍ଘ କିମ୍ବା ବ୍ୟାପକ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ଏହା ମଧ୍ୟମରୁ ଉଚ୍ଚ ଶକ୍ତି ବିଶିଷ୍ଟ ଅଟେ ।[] []

୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଫ୍ଲୁଡ୍ରକ୍ସିକର୍ଟାଇଡ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୬୦ ଗ୍ରାମର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୬ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Flurandrenolide Monograph for Professionals". Drugs.com (in ଇଂରାଜୀ). Archived from the original on 3 March 2016. Retrieved 14 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 1290. ISBN 978-0857114105.
  3. "Flurandrenolide topical Use During Pregnancy". Drugs.com (in ଇଂରାଜୀ). Archived from the original on 2 December 2020. Retrieved 14 December 2021.
  4. "Flurandrenolide Prices, Coupons & Savings Tips - GoodRx". GoodRx. Retrieved 14 December 2021.