ସାତନା
Satna
सतना | |
---|---|
city | |
Nickname: Cement City | |
Country | India |
State | Madhya Pradesh |
District | Satna |
Government | |
• MP | Ganesh singh |
Area | |
• ସମୁଦାୟ | 200 km2 (80 sq mi) |
Elevation | 315 m (1,033 ft) |
Population (2011) | |
• Total | ୨,୮୩,୦୦୪ |
• Density | 1,400/km2 (3,700/sq mi) |
Languages | |
• Official | Hindi |
Time zone | UTC+5:30 (IST) |
PIN | 485001 |
Telephone code | 07672 |
ଯାନବାହାନ ପଞ୍ଚୀକରଣ | MP-19 |
Website | www |
ସାତନା ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ସତ୍ନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାତନା ୨୪.୫୮୨୨ ଉତ୍ତର ଅକ୍ଷାଂଶ ଓ ୮୦.୮୨୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାତନା ସହରର ମୋଟ ଜନସଂଖ୍ୟା ୧୬୩୬୫ ଅଟେ ।[୨] ସେଥି ମଧ୍ୟରୁ ୫୨.୯୫% ଜଣ ପରୁଷ ହୋଇଥିବା ବେଳେ ୪୭.୦୫% ଜଣ ନାରୀ ଅଟନ୍ତି । ସାତନାର ସାକ୍ଷରତା ହାର ୬୨.୯୦% ଅଟେ । ଏହା ଜାତୀୟ ହାରଠାରୁ ୧.୯୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୩୫% ପ୍ରତିଶତ ପୁରୁଷ ଓ ୨୫.୫୫% ନାରୀ ଅଟନ୍ତି । ୧୭.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସାତନାର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Satna | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ସାତନାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୧ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୧୪୨.୧ mm/inches ହୋଇଥାଏ ।
Climate data for Satna, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 24.0 (75.2) |
26.8 (80.2) |
32.9 (91.2) |
38.8 (101.8) |
41.7 (107.1) |
39.1 (102.4) |
32.7 (90.9) |
31.2 (88.2) |
31.7 (89.1) |
32.4 (90.3) |
29.2 (84.6) |
25.4 (77.7) |
32.1 (89.8) |
ହାରାହାରି ସର୍ବନିମ୍ନ °C (°F) | 9.1 (48.4) |
11.6 (52.9) |
16.4 (61.5) |
22.2 (72) |
26.6 (79.9) |
27.7 (81.9) |
25.5 (77.9) |
24.9 (76.8) |
24.1 (75.4) |
20.1 (68.2) |
14.0 (57.2) |
9.4 (48.9) |
19.2 (66.6) |
Average rainfall mm (inches) | 22.5 (0.886) |
23.6 (0.929) |
11.1 (0.437) |
6.6 (0.26) |
12.8 (0.504) |
135.6 (5.339) |
329.7 (12.98) |
351.5 (13.839) |
198.1 (7.799) |
32.3 (1.272) |
9.8 (0.386) |
8.4 (0.331) |
୧,୧୪୨.୧ (୪୪.୯୬୫) |
ହାରାହାରି ମେଘାତ୍ସନ ଦିବସ | 1.8 | 1.8 | 1.1 | 0.9 | 1.2 | 6.6 | 14.0 | 14.6 | 9.0 | 2.2 | 0.6 | 0.7 | 54.4 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 1.1 | 1.7 | 1.5 | 2.3 | 4.1 | 6.3 | 8.2 | 6.7 | 4.7 | 1.5 | 0.3 | 0.2 | 38.6
|
ହାରାହାରି କୁହୁଡ଼ି ଘେରା ଦିବସ | 1.7 | 0.5 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.1 | 1.0 | 3.5 |
Source: India Meteorological Department (temperatures and precipitation)[୪][୫] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Satna". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.